ETV Bharat / state

ସଟଡାଉନର ଶେଷ ରବିବାର, ଖାଁ ଖାଁ କେନ୍ଦୁଝର

author img

By

Published : Jul 26, 2020, 10:05 AM IST

Updated : Jul 26, 2020, 10:13 AM IST

ସଟଡାଉନର ଶେଷ ରବିବାର । କେନ୍ଦୁଝରରେ ଖୋଲିନି ଦୋକାନ ବଜାର,ବନ୍ଦ ରହିଛି ଗାଡି ଚଳାଚଳ । ଅଧିକ ପଢନ୍ତ...

keonjhar shutdown, heavy checking in town
ସଟଡାଉନର ଶେଷ ରବିବାର, କେନ୍ଦୁଝରରେ ଖୋଲିନି ଦୋକାନ ବଜାର

କେନ୍ଦୁଝର: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ କେନ୍ଦୁଝରରେ ସପ୍ତାହର ଶନିବାର ଓ ରିବିବାର ସଟଡାଉନ ଘୋଷଣା କରାଯାଉଛି । ସଟଡାଉନର ମାସର ଶେଷ ରବିବାର କେନ୍ଦୁଝର ସହରରେ ସବୁ ଦୋକାନ ବଜାର ବନ୍ଦ ରହିଛି । ସବୁ ଛକରେ ପୋଲିସର କଡା ସୁରକ୍ଷା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି ।

ସଟଡାଉନର ଶେଷ ରବିବାର, ଖାଁ ଖାଁ କେନ୍ଦୁଝର

ଅମାନିଆ ଗାଡିଚାଳକଙ୍କ ଗାଡିକୁ ଅଟକାଇବା ସହ ଗାଡି ଗୁଡିକ ମଧ୍ୟ ଜବତ କରୁଛି ପୋଲିସ। ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ଗାଡି ଚଳାଚଳ ସ୍ବାଭାବିକ ରହିଛି । ପ୍ରଶାସନ ପକ୍ଷରୁ ମଧ୍ୟ ଏହି ସଟଡାଉନକୁ କଡାକଡି କରାଯାଇଥିବା ବେଳେ ସଚେତନତା ସୃଷ୍ଟି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jul 26, 2020, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.