ETV Bharat / state

ରାସ୍ତା କଡ଼ରୁ ଆହତ ଭାଲୁ ଉଦ୍ଧାର

author img

By

Published : Feb 25, 2021, 12:14 PM IST

କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ କଟରାବେଡା ନିକଟରୁ ଗୋଟିଏ ଆହତ ଭାଲୁ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ରାସ୍ତା କଡ଼ରୁ ଆହତ ଭାଲୁ ଉଦ୍ଧାର
ରାସ୍ତା କଡ଼ରୁ ଆହତ ଭାଲୁ ଉଦ୍ଧାର

କେନ୍ଦୁଝର: ରାସ୍ତାକଡକୁ ଆହତ ଭାଲୁ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ କଟରାବେଡା ନିକଟ ରାସ୍ତା କଡରୁ ଗୋଟିଏ ଆହତ ଭାଲୁ ଉଦ୍ଧାର ହୋଇଛି ।

ରାସ୍ତା କଡ଼ରୁ ଆହତ ଭାଲୁ ଉଦ୍ଧାର

ଜିଲ୍ଲାର 20 ନମ୍ବର ଜାତୀୟ ରାଜପଥ କଡରେ ବୁଧବାର ରାତିରେ ଗୋଟିଏ ଟ୍ରକ ଧକ୍କାରେ ଭାଲୁଟି ଗୁରୁତର ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଭାଲୁଟିକୁ ଉଦ୍ଧାର କରିଛି ।

ଉଦ୍ଧାର ଭାଲୁଟିକୁ ଚିକିତ୍ସା ଚାଲିଛି । ତାର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ପତ୍ରସୁଖୀ ଜଙ୍ଗଲଗୁଡିକରେ ନିଆଁ ଲାଗିବାରୁ ବନ୍ୟଜନ୍ତୁମାନେ ଗ୍ରାମଭିମୁଖୀ ହେଉଛନ୍ତି ଓ ରାସ୍ତା ପାରି ହେବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.