ETV Bharat / state

ଆନନ୍ଦପୁର ଉପଖଣ୍ଡରୁ ଚୋରା କାଠ ଜବତ, ଜଣେ ଅଟକ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ବନ ବିଭାଗର ଚଢାଉ । ବେଆଇନ କାଠ ଜବତ ସହ ଜଣେ ଅଟକ । ଅଧିକ ପଢନ୍ତୁ...

author img

By

Published : Apr 17, 2021, 8:05 PM IST

ଆନନ୍ଦପୁର ଉପଖଣ୍ଡରୁ ଚୋରା କାଠ ଜବତ, ଜଣେ ଅଟକ
ଆନନ୍ଦପୁର ଉପଖଣ୍ଡରୁ ଚୋରା କାଠ ଜବତ, ଜଣେ ଅଟକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଚଢାଉ । ବନ ବିଭାଗ ଚଢାଉ କରି ଚୋରା କାଠ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଚଢାଉ କରିଛି ।

ଆନନ୍ଦପୁର ଉପଖଣ୍ଡରୁ ଚୋରା କାଠ ଜବତ, ଜଣେ ଅଟକ
ତେବେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଆନନ୍ଦପୁର ଉପଖଣ୍ଡ କଡରାପାଳ ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କରିଛି । ରାମଚନ୍ଦ୍ରପୁର ରେଞ୍ଜର ବନପାଳ ବନ କର୍ମଚାରୀଙ୍କ ଟିମ ମିଳିତ ଭାବେ ଏହି ଚଢ଼ାଉ କରିଥିଲା । ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ବନ ବିଭାଗ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.