ETV Bharat / state

ବେଆଇନ ଗୋରୁ ଚାଲାଣ: 30ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, 11 ଅଟକ - କେନ୍ଦୁଝରରେ ବେଆଇନ ଗୋରୁ ଚାଲାଣ

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବେଆନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ 5ଟି ପିକଅପ ଭ୍ୟାନ ସହ 30ରୁ ଉର୍ଦ୍ଧ୍ବ ଗୋରୁ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

illegal cow smuggling in keonjhar
ବେଆଇନ ଗୋରୁ ଚାଲାଣ: 30ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର, 11 ଅଟକ
author img

By

Published : May 1, 2022, 2:04 PM IST

କେନ୍ଦୁଝର: ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବଢ଼ିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବେଆନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ 5ଟି ପିକଅପ ଭ୍ୟାନ ସହ 30ରୁ ଊର୍ଦ୍ଧ୍ବ ଗୋରୁ ଜବତ କରିଛି ପୋଲିସ ।

ବେଆଇନ ଗୋରୁ ଚାଲାଣ: 30ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର, 11 ଅଟକ

ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ଥାନା ଅଞ୍ଚଳରୁ 5ଟି ଗୋରୁ ବୋଝେଇ ପିକଅଫ ଭ୍ୟାନ ଯଶୀପୁର ଅଭିମୁଖେ ଯାଉଥିବା ରାମଚନ୍ଦ୍ରପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଆଇପିଏସ ଅଫିସର ୟସ ପ୍ରତାପ ସିମଲ ହସନପୁର ଟୋଲଗେଟ ନିକଟରେ ଚଢ଼ାଉ କରିଥିଲେ । ଯାଞ୍ଚ ବେଳେ 30ରୁ ଉର୍ଦ୍ଧ୍ବ ଗୋରୁ ଜବତ ହେବା ସହ 11 ଜଣ ବେପାରୀଙ୍କୁ ଅଟକ ରଖିଛି ପୋଲିସ । ଗୋରୁଙ୍କୁ ଗୋଶାଳାକୁ ପଠାଇବା ସହିତ ଅଟକ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି । ଅନେକ ସମୟରେ ଏହି ରାସ୍ତା ଦେଇ ବାହାର ରାଜ୍ୟକୁ ଗୋରୁ ଚାଲାଣ ହେଉଥିବା ପୋଲି, ପକ୍ଷରୁ ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି ।

କେନ୍ଦୁଝରରୁ ସ୍ମୃତି ରଞ୍ଜନ ବିହାରି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.