ETV Bharat / state

୭୦ ହଜାର ଟଙ୍କାର ଶାଳକାଠ ଜବତ - ଶାଳକାଠ ଜବତ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଓ ଭଗମୁଣ୍ଡା ବନବିଭାଗର ମିଳିତ ଚଢାଉ କରି ଚୋରା ଚାଲାଣ କରାଯିବାକୁ ଥିବା ପ୍ରାୟ 70 ହଜାର ଟଙ୍କାର ଶାଳକାଠ ଜବତ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର
author img

By

Published : Sep 22, 2019, 5:04 AM IST

କେନ୍ଦୁଝର : ଦେଉଗାଁ ରେଞ୍ଜ ଅର୍ନ୍ତଗତ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ବାଇଲୋବେଡା ଗ୍ରାମରେ ଚୋରା ଚାଲାଣ କାଠ ଜବତ ହୋଇଛି । ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗର ମିଳିତ ଚଢାଉ କରି ୭୦ ହଜାର ଟଙ୍କାର ଶାଳକାଠ ଜବତ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା ,କେନ୍ଦୁଝର

ସୂଚନା ଅନୁଯାୟୀ ଉକ୍ତ କାଠଗୁଡିକ ନିକଟସ୍ଥ ଜଙ୍ଗଲରୁ କାଟି ମାଫିଆ ମାନେ ଚୋରା ଚାଲାଣ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ବନବିଭାଗର ପେଟ୍ରୋଲିଂ ଚାଲିଥିବା ଦେଖି ଭୟଭୀତ ହୋଇ ଚାଲାଣ ବଦଳରେ ଉକ୍ତ ନାଳର ପାଣି ଭିତରେ ଲୁଚାଇ ପଳାଇଥିଲେ । ଶୁକ୍ରବାର ରାତିରେ ବନବିଭାଗର ପେଟ୍ରୋଲିଂ ସମୟରେ କାଠ ଗୁଡିକ ନାଳ ମଧ୍ୟରେ ଲୁଚାଯାଇଥିବାର ସନ୍ଧାନ ପାଇଥିଲେ ।

ଡିଏଫଓ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇ ନାଳ ଭିତରେ ଓ ନିକଟରେ ଲୁଚାଯାଇଥିବା କାଠକୁ ଜବତ କରାଯାଇଛି। ଜବତ ହୋଇଥିବା କାଠଗୁଡିକୁ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗର ମିଳିତ ଚଢାଉ ୭୦ ହଜାର ଟଙ୍କାର ଶାଳକାଠ ଜବତBody:
ଆଙ୍କର-କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଅର୍ନ୍ତଗତ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ବାଇଲୋବେଡା ଗ୍ରାମରେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗର ମିଳିତ ଚଢାଉ କରି ୭୦ ହଜାର ଟଙ୍କାର ଶାଳକାଠ ଜବତ କରିଛି । ଖବର ଅନୁଯାୟୀ ଉକ୍ତ କାଠଗୁଡିକ ନିକଟସ୍ଥ ଜଙ୍ଗଲରୁ କାଟି ମାଫିଆ ମାନେ ଚୋରା ଚାଲାଣ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ହେଲେ ବନବିଭାଗର ପେଟ୍ରୋଲିଂ ଚାଲିଥିବା ଦେଖି ଭୟଭୀତ ହୋଇ ଚାଲାଣ ବଦଳରେ ଉକ୍ତ ନାଳର ପାଣି ଭିତରେ ଲୁଚାଇ ପଳାଇଥିଲେ । ଶୁକ୍ରବାର ରାତି ବନବିଭାଗର ପେଟ୍ରୋଲିଂ ସମୟରେ କାଠ ଗୁଡିକ ନାଳ ମଧ୍ୟରେ ଲୁଚାଯାଇଥିବାର ସନ୍ଧାନ ପାଇଥିଲେ । ଶନିବାର ଡିଏଫଓ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇ ନାଳ ଭିତରେ ଓ ନିକଟରେ ଲୁଚାଯାଇଥିବା କାଠକୁ ଜବତ କରାଯାଇଛି। ଜବତ ହୋଇଥିବା କାଠଗୁଡିକୁ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିବା ସହ ଉକ୍ତ କାଠ ଗୁଡିକର ମୂଲ୍ୟ ୭୦ହଜାର ଟଙ୍କା ହେବ ବୋଲି ବନପାଳ ସୂଚନା ଦେଇଛନ୍ତି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.