ETV Bharat / state

କେନ୍ଦୁଝରରେ ଚୋରା କାଠ ବୋଝେଇ ଗାଡି ଧରିଲା ବନବିଭାଗ - forest department seized a wood loded vehicle

ଏକ ନମ୍ବର ବିହୀନ ଧଳା ରଙ୍ଗର ପିକଅପ ଭ୍ୟାନରୁ ୩୫ ପିସ କାଠ ଚୋରା ଚାଲାଣ ବେଳେ ଜବତ କରିଛି ବନ ବିଭାଗ । ଅଧିକ ପଢନ୍ତୁ...

କେନ୍ଦୁଝରରେ ଚୋରା କାଠ ବୋଝେଇ ଗାଡି ଧରିଲା ବନବିଭାଗ

author img

By

Published : Nov 9, 2020, 1:24 PM IST

କେନ୍ଦୁଝର: ପାଟଣା ବନବିଭାଗକୁ ସଫଳତା । ରବିବାର ରାତିରେ ପାଟ୍ରୋଲିଂ ସମୟରେ ବୈତରଣୀ ନଦୀ ପୋଲ ଉପରେ ଏକ ଚୋରା କାଠ ବୋଝେଇ ପିକ ଅପ ଭ୍ୟାନକୁ ଧରିବାରେ ସଫଳ ହୋଇଛି ବନ ବିଭାଗ।

କେନ୍ଦୁଝରରେ ଚୋରା କାଠ ବୋଝେଇ ଗାଡି ଧରିଲା ବନବିଭାଗ

ମୟୂରଭଞ୍ଜ ଅଞ୍ଚଳରୁ ଏକ ନମ୍ବର ବିହୀନ ଧଳା ରଙ୍ଗର ପିକ ଅପ ଭ୍ୟାନରେ ସାଲ(ଚଉକାଠ) ସାଇଜର ୩୫ ପିସ କାଠ ଧରି ପାଟଣା ଆଡକୁ ଆସୁଥିବା ବେଳେ ଗାଡିଟି ଧରାପଡିଛି। କାଠ ଗୁଡିକର ମୂଲ୍ୟ 20 ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଡ୍ରାଇଭର ଓ କାଠ ମାଫିଆ ସେଠାରୁ ଖସି ପଳାଇଥିବା ବେଳେ ଗାଡିଟିକୁ ଜବତ କରିଥିବା ସୂଚନା ଦେଇଛି ବନ ବିଭାଗ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.