ETV Bharat / state

ରାସ୍ତା ମଝିରେ ଜଳିଲା ତେଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ - ପିକ୍‌ଅପ୍‌ ଭ୍ୟାନ

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଜରଦା ଓଭରବ୍ରିଜ୍  ନିକଟରେ ସର୍ଟ ସର୍କିଟ ହୋଇ ଜଳିଗଲା ମାଲବାହୀ ପିକଅପ୍ ଭ୍ୟାନ୍ । ଫଳରେ ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Jun 21, 2019, 3:29 PM IST

Updated : Jun 21, 2019, 3:50 PM IST

ଆନନ୍ଦପୁର: ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଲା ମାଲବାହୀ ପିକ୍‌ଅପ୍‌ ଭ୍ୟାନ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଜରଦା ଓଭରବ୍ରିଜ୍‌ରେ ଏକ ମାଲବାହୀ ଭ୍ୟାନ ଜଳି ଯାଇଛି । ସର୍ଟସର୍କିଟ ଯୋଗୁଁ ଏଥିରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଯାଜପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସୌଭାଗ୍ୟ ବଶତଃ ନିଆଁରୁ ବର୍ତ୍ତି ଯାଇଛନ୍ତି ଗାଡି ଚାଳକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଏହି ଭ୍ୟାନଟି କେଶଦୁରାପାଳ ଗ୍ରାମର ବୋଲି ଜଣାପଡିଛି । ଗାଡିରେ ଥିବା ରିଫାଇନ୍ ତେଲକୁ ସ୍ଥାନୀୟଲୋକେ ଉଦ୍ଧାର କରିଥିବା ବେଳେ ଓ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ଏହାକୁ ନେଇ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

କୋରାପୁଟରେ ଥିବା ସୀମା ସୁରକ୍ଷା ବାହିନୀ ( ବିଏସଏଫ) କ୍ୟାମ୍ପ ରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ବିଏସଏଫ , ଇଣ୍ଡିଆ ରିଜର୍ଵ ବାଟାଲିୟନ ଏବଂ ଓଏସେପି ର ଶତାଧିକ ଯବାନ ନିଜେ ସୁସ୍ଥ ରହିବା ସହ ସମଗ୍ର ଦେଶବାସୀଙ୍କ ଉନ୍ନତ ସ୍ୱାସ୍ଥ୍ୟ କାମନା କରି ଯୋଗାଭ୍ୟାସ କରାଯାଇଛି ।
.......
ଶାନ୍ତାକାର
କୋରାପୁଟ
..........
Last Updated : Jun 21, 2019, 3:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.