ETV Bharat / state

ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା

ଟ୍ରାନ୍ସପୋର୍ଟିଂ ଟଙ୍କା ବଣ୍ଟାକୁ ନେଇ ପୁଅର ହତ୍ୟାକାରୀ ସାଜିଲା ବାପା । ମୃତକ ଜଣକ ହେଲେ ନାରାୟଣ ମହାନ୍ତଙ୍କ ତୃତୀୟ ସ୍ତ୍ରୀର ପୁଅ ପିତାମ୍ବର ମହାନ୍ତ ।

author img

By

Published : Sep 2, 2019, 1:09 AM IST

Updated : Sep 2, 2019, 2:23 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଟ୍ରାନ୍ସପୋର୍ଟିଂ ଟଙ୍କା ବଣ୍ଟାକୁ ନେଇ ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା । ଏପରି ଅଭାବନୀୟ ଘଟଣା ଘଟିଛି ବାମବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ବଳଭଦ୍ରପୁର ଗାଁରେ । ତେବେ ମୃତକ ହେଲେ ଅଭିଯୁକ୍ତ ନାରାୟଣ ମହାନ୍ତଙ୍କ ତୃତୀୟ ସ୍ତ୍ରୀର ପୁଅ ପିତାମ୍ବର ମହାନ୍ତ ।

ଖବରମୁତାବକ, ନାରାୟଣ ତାଙ୍କ 2ୟ ସ୍ତ୍ରୀର ପୁଅ ଗୌତମଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇ ଥିବା ସୂତ୍ରରୁ ଜଣାପଡିଛି । ହତ୍ୟାକାଣ୍ଡ ପରେ ନାରାୟଣ ଓ ଗୌତମ ଫେରାର ଅଛନ୍ତି । ତେବେ ବାମବେରୀ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ପୁଅକୁ ପଥର କାଚି ମାରିଲା ବାପBody:ଆଙ୍କର- କେନ୍ଦୁଝର ଜିଲ୍ଲା ବାମବାରି ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତ ର ବଳଭଦ୍ରପୁର ଗାଁରେ ଅଭାବନୀୟ ଘଟଣା ଘଟିଛି ।ଟ୍ରାନ୍ସପୋଟିଂ ପଇସା ବଣ୍ଟା କୁ ନେଇ ପୁଅକୁ ବାପା ପଥର କାଚି ମାରି ଦେଇଥିବା ଜଣାପଡ଼ିଛି । ମୃତକ ଜଣକ ହେଉଛନ୍ତି ବଳଭଦ୍ରପୁର ଗ୍ରାମର ନାରାୟଣ ମହାନ୍ତ ଙ୍କ ତୃତୀୟ ସ୍ତ୍ରୀ ର ପୁଅ ପିତାମ୍ବର ମହାନ୍ତ । ନାରାୟଣ ତାଙ୍କ ଦ୍ୱିତୀୟ ସ୍ତ୍ରୀ ର ପୁଅ ଗୌତମ ଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇ ଥିବା ସୂତ୍ରରୁ ଜଣା ପଡ଼ିଛି । ହତ୍ୟାକାଣ୍ଡ ପରେ ନାରାୟଣ ଓ ଗୌତମ ଫେରାର ଥିବା ଜଣାପଡ଼ିଛି । ବାମବେରୀ ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରୁଛି ।Conclusion:
Last Updated : Sep 2, 2019, 2:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.