ETV Bharat / state

ପରିବେଶ ପ୍ରଦୂଷଣ ରୋକିବାକୁ କର୍ମଶାଳା - କୋନ୍ଦୁଝର

ଦିନକୁ ଦିନ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣ ରୋକିବାକୁ ଆରମ୍ଭ ହୋଇଛି ଚିନ୍ତନ। କେନ୍ଦୁଝରରେ ଏନେଇ ଏକ କର୍ମଶାଳ ଅନୁଷ୍ଠିତ ହୋଇଯାଇଛି।

PHOTO
ପରିବେଶ ପ୍ରଦୂଷଣ ରୋକିବାକୁ କର୍ମଶାଳା
author img

By

Published : Dec 8, 2019, 6:30 PM IST

କେନ୍ଦୁଝର: ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଦିନକୁ ଦିନ ଏହାର ମାତ୍ରା ବଢିବାରେ ଲାଗିଛି। ପ୍ରଦୂଷଣର ଏକ କାରଣ ହେଉଛି ଖଣି ଖନନ। କେନ୍ଦୁଝର ଜିଲ୍ଲାରେ ଏହି ଖଣି ଖନନର ପ୍ରଭାବରୁ ପରିବେଶ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ କିପରି ରୋକି ହେବ ସେ ନେଇ ପରିବେଶବିତ, ବୁଦ୍ଧିଜୀବୀଙ୍କୁ ନେଇ ସ୍ଥାନୀୟ ଶହୀଦ ସଦନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନିଷ୍ପତ୍ତି ଅନୁସାରେ ଆଗାମୀ ‘ଓଡିଶା ପରିବେଶ କଂଗ୍ରେସ’ ଏନେଇ ପ୍ରସ୍ତାବ ଉପସ୍ଥାପିତ କରାଯିବ।। ଏହି ପରିବେଶ କଂଗ୍ରେସ ଆଗାମୀ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ପରିବେଶବିତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ-ଖଣି ଦ୍ୱାରା ପରିବେଶ ପ୍ରଭାବ ନେଇ କର୍ମଶାଳା

ଆଙ୍କର- ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାକୁ ଲାଗୁଛି । ବିଭିନ୍ନ କାରଣରୁ ଏହି ପରିବେଶ ପ୍ରଦୂଷଣ ହେଉଛି । ଏହି ପ୍ରଦୂଷଣ କାରଣ ଏକ କାରଣ ହେଉଛି ଖଣି ଖନନ । କେନ୍ଦୁଝର ଜିଲ୍ଲାରେ ଏହି ଖଣି ଖନନର ପ୍ରଭାବରୁ ପରିବେଶ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ କିପରି ରୋକି ହେବ ସେ ନେଇ ପରିବେଶବିତ,ବୁଦ୍ଧିଜୀବୀ ଙ୍କୁ ନେଇ ସ୍ଥାନୀୟ ସହିଦ ସଦନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରୁ ବାହାରି ଥିବା ନିଷ୍କର୍ଷକୁ ନେଇ ଆଗାମୀ ଓଡିଶା ପରିବେଶ କଂଗ୍ରେସରେ ଉପସ୍ଥାପିତ କରାଯିବ। ଏହି ପରିବେଶ କଂଗ୍ରେସ ଆଗାମୀ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ । ଏହାକୁ ମାନ୍ୟବର ରାଜ୍ୟପାଳ ଉଦଘାଟନ କରିବାର ସ୍ଥିର ହୋଇଥିବାବେଳେ ରାଜ୍ୟ ତଥା ଦେଶର ପରିବେଶବିତ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ବାଇଟ- ସୁଦର୍ଶନ ଦାସ ( ପରିବେଶବିତ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.