ETV Bharat / state

ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ନଷ୍ଟ କଲେ ପନିପରିବା ଚାଷ - elephants destroy vegetable farming

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବଣମହୁଲଡିହା ଗ୍ରାମରେ ହାତୀ ଆତଙ୍କ । ଗାଁ ଭିତରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।

ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ନଷ୍ଟ କଲେ ପନିପରିବା ଚାଷ
ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ନଷ୍ଟ କଲେ ପନିପରିବା ଚାଷ
author img

By

Published : Dec 27, 2019, 2:56 PM IST

କେନ୍ଦୁଝର: ପୁଣି ମାତିଲେ ହାତୀ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବଣମହୁଲଡିହା ଗ୍ରାମରେ ଧସେଇ ପଶିଲେ ହାତୀପଲ । ଘଟଗାଁ ରେଞ୍ଜରୁ ୧୫ ଟିକିଆ ହାତୀପଲ ଆସି ଗାଁରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିଛନ୍ତି ।

ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ନଷ୍ଟ କଲେ ପନିପରିବା ଚାଷ

ଗାଁରେ ଏପରି ବାରମ୍ବାର ହାତୀପଲ ପଶିଆସି ଆତଙ୍କ ଖେଳାଉଛନ୍ତି । ହାତୀପଲ ଏବେ ଗାଁ ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଜଙ୍ଗଲ ବିଭାଗ ହାତୀ ଘଉଡାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ- ପାଟଣା ରେଞ୍ଜରେ ହାତୀ ଉପଦ୍ରବ ନଷ୍ଟ କଲେ ପନିପରିବା ଚାଷ
ଆଙ୍କର- କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବଣମହୁଲଡିହା ଗ୍ରାମରେ ହାତୀପଲ ଧସେଇ ପଶି ଗ୍ରାମରେ ବ୍ୟାପକ ପନି ପରିବା ଫସଲ ନଷ୍ଟ କରିଛନ୍ତି । ଘଟଗାଁ ରେଞ୍ଜରୁ ୧୫ ଟିକିଆ ହାତୀପଲ ଆସି ଗାଁ ରେ ଆତଙ୍କ ଖେଳାଇଛନ୍ତି । ହାତୀପଲ ଏବେ ଗାଁ ନିକଟ ଅଟେଇ ସଂରକ୍ଷିତ ଜଂଗଲରେ ଥିବାରୁ ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଜଙ୍ଗଲ ବିଭାଗ ହାତୀ ଘଉଡ଼ଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.