ETV Bharat / state

ସଦର ରେଞ୍ଜରେ ପଶିଲେ 22 ହାତୀ, ବ୍ୟାପକ ଫସଲ ନଷ୍ଟ

author img

By

Published : Nov 4, 2019, 11:17 AM IST

କେନ୍ଦୁଝର ସଦର ରେଞ୍ଜରେ ହାତୀ । ଫସଲ ନଷ୍ଟ କଲେ 22ଟିକିଆ ହାତୀ ପଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

କେନ୍ଦୁଝର: ସଦର ରେଞ୍ଜର ଜାମୁନାଲିଆ ଗାଁ ନିକଟ ଜଙ୍ଗଲରେ ପଶିଲେ 22 ଟିକିଆ ବଣୁଆ ହାତୀ ପଲ । ଧାନ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଦେଲେ ଫସଲ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

ଜମୁନାଲିଆ, ଖୋଳପା ଆଦି ଗାଁ ଲୋକେ ବର୍ତ୍ତମାନ ଆତଙ୍କିତ । ଅନ୍ୟପକ୍ଷେ ବନ ବିଭାଗ ହାତୀ ଘଉଡାଇବା ସହ ହାତୀ ଉପରେ କଡା ନଜର ରଖିଥିବା ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ-ସଦର ରେଞ୍ଜରେ ପଶିଲେ ହାତୀ, ନଷ୍ଟ କଲେ ଫସଲ
ଆଙ୍କର- କେନ୍ଦୁଝର ସଦର ରେଞ୍ଜ ର ଜାମୁନାଲିଆ ଗାଁ ନିକଟ ଜଙ୍ଗଲ କୁ ଧସେଇ ପଶିଲେ 22 ଟିକିଆ ବଣୁଆ ହାତୀ ପଲ । ଧାନ ଫସଲ ଖାଇବା ଶହ ପାଦରେ ଦଳି ଚକଟି କଲେ ନଷ୍ଟ । ଜମୁନାଲିଆ , ଖୋଳପା ଆଦି ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ବନ ବିଭାଗ ହାତୀ ଘଉଡାଇବା ସହ ହାତୀ ଉପରେ କଡା ନଜର ରଖିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.