ETV Bharat / state

ସ୍କୁଲ ଘରୁ ଶୋଇଥିବା ଅବସ୍ଥାରେ ଜଗୁଆଳିର ମୃତଦେହ ଉଦ୍ଧାର

author img

By

Published : Mar 12, 2020, 9:35 AM IST

ଟାଉନ ଥାନା ଅନ୍ତର୍ଗତ ଜେଲ ରୋଡଠାରେ ଥିବା ଏକ ବେସରକାରୀ ବିଦ୍ୟାଳୟ ପରିସରରୁ ଉଦ୍ଧାର ହୋଇଛି ମୃତଦେହ । ଅଧିକ ପଢନ୍ତୁ...

deadbody found in school, keonjhar latest news, deadbody in keonjhar school, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝର ସ୍କୁଲରୁ ମୃତଦେହ ଉଦ୍ଧାର, ସ୍କୁଲ ଘରୁ ମୃତଦେହ ଉଦ୍ଧାର
ସ୍କୁଲ ଘରୁ ଶୋଇଥିବା ଅବସ୍ଥାରେ ଜଗୁଆଳିର ମୃତଦେହ ଉଦ୍ଧାର

କେନ୍ଦୁଝର: ଟାଉନ ଥାନା ଅନ୍ତର୍ଗତ ଜେଲ ରୋଡଠାରେ ଥିବା ଏକ ବେସରକାରୀ ବିଦ୍ୟାଳୟ ପରିସରରୁ ଉଦ୍ଧାର ହୋଇଛି ମୃତଦେହ । ମୃତକଙ୍କ ନାମ ଭାଗବତ ଦେହୁରୀ ଜଣାପଡିଥିବା ବେଳେ ସେ ସମ୍ପୃକ୍ତ ସ୍କୁଲରେ ଜଗୁଆଳି ଭାବେ ନିଯୁକ୍ତ ଥିଲେ ।

ସୂଚନା ଅନୁଯାୟୀ ଗୁରୁବାର ସକାଳେ ବିଦ୍ୟାଳୟ ପରିସରରେ ଏକ ରୁମରେ ସେ ବନ୍ଦ ଥିବାରୁ ଅନ୍ୟ କର୍ମଚାରୀମାନେ ଥାନାରେ ଜଣାଇଥିଲେ । ଖବର ପାଇ ପୋଲିସ କବାଟ ଖୋଲିବାରୁ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଦେଖିଥିଲେ । ଟାଉନ ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.