ETV Bharat / state

କୋଭିଡ୍ ଗାଇଡଲାଇନ ଉଲ୍ଳଙ୍ଘନ, ସିଲ ହେଲା ଲୁଗା ଦୋକାନ - କୋଭିଡ ଗାଇଡଲାଇନ ଉଲ୍ଳଘଂନ

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ମହଙ୍ଗା ପଡିଲା । ଲୁଗା ଦୋକାନକୁ ସିଲ କଲା ପ୍ରଶାସନ । ସଟର ବନ୍ଦ କରି ଚାଲିଥିଲା ବ୍ୟବସାୟ । ଅଧିକ ପଢନ୍ତୁ...

covid19 guideline violation
କୋଭିଡ ଗାଇଡଲାଇନ ଉଲ୍ଳଘଂନ, ଦୋକାନକୁ ସିଲ କଲା ପ୍ରଶାସନ
author img

By

Published : Jun 7, 2021, 3:55 PM IST

ଆନନ୍ଦପୁର: କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ମହଙ୍ଗା ପଡିଲା । ଲୁଗା ଦୋକାନକୁ ସିଲ କଲା ପ୍ରଶାସନ । ସଟର ବନ୍ଦ କରି ଚାଲିଥିଲା ବ୍ୟବସାୟ । ଜିଲ୍ଲା ପ୍ରଶାସନ ସିଲ କରିଛି । ମହାମାରୀ କୋରୋନାକୁ ନେଇ ଲାଗୁ ହୋଇଛି ଲକଡାଉନ । ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ବଜାରରେ ନୂଆକରି ଖୋଲିଥିବା ରାଜ ମନ୍ଦିର ଫେସନକୁ ଆଜି (ସୋମବାର) ପ୍ରଶାସନ ତରଫରୁ ସିଲ କରାଯାଇଛି ।

କୋଭିଡ ଗାଇଡଲାଇନ ଉଲ୍ଳଘଂନ, ଦୋକାନକୁ ସିଲ କଲା ପ୍ରଶାସନ

କୋଭିଡ୍ କଟକଣା ପାଇଁ ଲକଡାଉନ ଚାଲିଥିବାବେଳେ କେବଳ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ଆଗକୁ ସାବିତ୍ରୀ ଥିବାରୁ ମୁନାଫା ଆଶାରେ ଦୋକାନୀ ଏସବୁ ଖାତିର କରୁନାହାଁନ୍ତି । ଏମିତି ଜଣେ ଲୁଗା ଦୋକାନୀ ସଟର ଟାଣି ଭିତରେ ବେପାର କରୁଥିଲେ । ଏପରିକି ଗୋଟିଏ ଲୁଗା ଦୋକାନରେ ଏକାଠି ହୋଇଥିଲେ ଦୁଇ ଶହରୁ ଅଧିକ ଗ୍ରାହକ ।

ଖବର ପାଇ ପ୍ରଶାସନିକ ଅଧିକାରୀ ଓ ପୋଲିସ ଟିମ ପହଞ୍ଚି ଲୋକଙ୍କୁ ଦୋକାନରୁ ବାହାର କରିଥିଲେ ଜିଲ୍ଲା ପ୍ରଶାସନ। ଏହା ସହ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଦୋକାନକୁ ସିଲ କରିଛନ୍ତି ଜିଲ୍ଲା ପ୍ରଶାସନ । କୋରୋନାର ଦ୍ବିତୀୟ ପର୍ଯ୍ୟାୟ ନେଇ ଜାରୀ ହୋଇଛି ରାଜ୍ୟରେ ଲାଗୁ ହୋଇଛି ଲକଡାଉନ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.