ETV Bharat / state

କୋରୋନା ସତର୍କତା: ସରକାରଙ୍କ ଗାଇଡଲାଇନ ପାଳିବାକୁ ନିବେଦନ - କୋରୋନା ସତର୍କତା

ମହାମାରୀ କୋରୋନାକୁ ସାରା ବିଶ୍ବ ଆତଙ୍କିତ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇ ସମଗ୍ର ୩୦ ଜିଲ୍ଲାକୁ ଲକଡାଉନ କରାଯାଇଛି ।

Corona alert: Request to comply with government guidelines
କୋରୋନା ସତର୍କତା: ସରକାରଙ୍କ ଗାଇଡଲାଇନ ପାଳିବାକୁ ନିବେଦନ
author img

By

Published : Mar 24, 2020, 7:21 PM IST

ଆନନ୍ଦପୁର: ମହାମାରୀ କୋରୋନାକୁ ସାରା ବିଶ୍ବ ଆତଙ୍କିତ । ଭାରତରେ ବର୍ତ୍ତମାନ ସୁଦ୍ଧା 519 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ଓଡିଶାରେ 2ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇ ସମଗ୍ର ୩୦ ଜିଲ୍ଲାକୁ ଲକଡାଉନ କରାଯାଇଛି ।

କୋରୋନା ସତର୍କତା: ସରକାରଙ୍କ ଗାଇଡଲାଇନ ପାଳିବାକୁ ନିବେଦନ

ଜନସାଧାରଣ ଏହି ନିର୍ଦ୍ଦେଶକୁ ସହଯୋଗ କରିବା ସହ ନିୟମ ପାଳିବା ପାଇଁ ସରକାର ନିବେଦନ କରିଛନ୍ତି । ସେପଟେ କୋରୋନା ମୁକାବିଲା ପାଇଁ ସରକାରଙ୍କର ନିଷ୍ପତ୍ତିକୁ ଜନସାଧାରଣ ସ୍ଵାଗତ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.