ETV Bharat / state

ବିଭିନ୍ନ ଦାବି ନେଇ ଘସିପୁରା ବ୍ଲକ ସାମ୍ନାରେ କଂଗ୍ରେସର ବିକ୍ଷୋଭ - ନିରଞ୍ଜନ ପଟ୍ଟନାୟକ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କଂଗ୍ରେସ ପକ୍ଷରୁ ଘସିପୁରା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ....

ବିଭିନ୍ନ ଦାବି ନେଇ ଘସିପୁରା ବ୍ଲକ ସାମ୍ନାରେ କଂଗ୍ରେସର ବିକ୍ଷୋଭ
ବିଭିନ୍ନ ଦାବି ନେଇ ଘସିପୁରା ବ୍ଲକ ସାମ୍ନାରେ କଂଗ୍ରେସର ବିକ୍ଷୋଭବିଭିନ୍ନ ଦାବି ନେଇ ଘସିପୁରା ବ୍ଲକ ସାମ୍ନାରେ କଂଗ୍ରେସର ବିକ୍ଷୋଭବିଭିନ୍ନ ଦାବି ନେଇ ଘସିପୁରା ବ୍ଲକ ସାମ୍ନାରେ କଂଗ୍ରେସର ବିକ୍ଷୋଭ
author img

By

Published : Mar 17, 2021, 6:54 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କଂଗ୍ରେସ ପକ୍ଷରୁ ଘସିପୁରା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା, କେନ୍ଦ୍ର ସରକାରଙ୍କ କଳା କୃଷି ଆଇନକୁ ପ୍ରତ୍ୟାହାର ଦାବି ଏବଂ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ।

ବିଭିନ୍ନ ଦାବି ନେଇ ଘସିପୁରା ବ୍ଲକ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ପ୍ରଥମ ଘସିପୁରା ବ୍ଲକ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ କରିବା ସହ ୩ ଦଫା ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଘଷିପୁରା ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବ୍ଳକ ସଭାପତି ସୁବ୍ରତ କୁମାର ଚର୍କଙ୍କ ସମେତ ବହୁ ଦଳୀୟ କର୍ମୀ ମଧ୍ୟ ଯୋଗ ଦେଇଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.