ETV Bharat / state

କେନ୍ଦୁଝରରେ ଓଲଟିଲା କାର, ଜଣେ ମୃତ

କେନ୍ଦୁଝରରେ ଓଲଟିଲା କାର । ଜଣେ ମୃତ୍ୟୁ, ଜଣେ ଗୁରୁତର ଅଧିକ ପଢନ୍ତୁ....

car accident
କେନ୍ଦୁଝରରେ ଓଲଟିଲା କାର
author img

By

Published : Feb 8, 2020, 11:43 PM IST

କେନ୍ଦୁଝର: ଜିଲ୍ଲାର ଦେଓବନ୍ଧ ଛକ ନିକଟରେ ଓଲଟିଲା କାର । କାର ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ହରିଚନ୍ଦନପୁର ଆଟୋପୁର ଗାଁର ରତ୍ନାକର ପ୍ରଧାନ ତାଙ୍କ ପୁତୁରା ସହ କାରରେ ଘରକୁ ଫେରୁଥିବା ବେଳେ ଦେଓବନ୍ଧ ଛକ ନିକଟରେ କାରଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା । ଫଳରେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

କେନ୍ଦୁଝରରେ ଓଲଟିଲା କାର

ସେଠାରେ ଡାକ୍ତର ରତ୍ନାକରଙ୍କୁ ମୃତ ଘୋଷଣା କରିଥିଲେ । ହେଲେ, କାର ଭିତରେ ଥିବା ଶିଶୁଟି ଆହାତ ହୋଇଥିବାବେଳେ ତାର ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-କାର ଦୁର୍ଘଟଣାରେ ଜଣେ ମୃତ ଜଣେ ଆହାତBody:ଆଙ୍କର-କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ଦେଓବନ୍ଧ ଛକ ନିକଟରେ ଭାରସ୍ୟାମ ହରାଇ ଓଲଟିଲା କାର ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ କାର ଥିବା ଜଣେ ଶିଶୁ ଗୁରୁତର ଆହାତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଆଟୋପୁର ଗ୍ରାମର ରତ୍ନାକର ପ୍ରଧାନ ତାଙ୍କ ପୁତୁରାଙ୍କ ସହ କାରରେ କେନ୍ଦୁଝରରୁ ଘରକୁ ବେଳେ ଦେବନ୍ଧ ଛକ ନିକଟରେ କାରଟି ଭାରସ୍ୟାମ ହରାଇ ଓଲିଟି ପଡିଥିଲା। ଖବର ପାଇ ଆମ୍ଭୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ରତ୍ନାକରଙ୍କୁ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ। ଗୁରୁତର ଆହାତ ଶିଶୁର ଚିକିତ୍ସା ଚାଲିଛି। ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ଫହଁଚି ଶବକୁ ଜବତ କରି ତଦନ୍ତ ଚଳାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.