ETV Bharat / state

ପରିତ୍ୟକ୍ତ କୁଣ୍ଡରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯୋଡ଼ା ପୌରାଞ୍ଚଳ ୮ ନଂ ୱାର୍ଡର ଚାଷ ବିଲରେ ଥିବା ଏକ ପରିତ୍ୟକ୍ତ ପାଣି କୁଣ୍ଡରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ।

author img

By

Published : Jul 1, 2020, 5:29 AM IST

Body of a young man recovered from a abandoned tank, suspected of murder
ପରିତ୍ୟକ୍ତ କୁଣ୍ଡରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର: ଯୋଡ଼ା ପୌରାଞ୍ଚଳ ୮ ନଂ ୱାର୍ଡର ଚାଷ ବିଲରେ ଥିବା ଏକ ପରିତ୍ୟକ୍ତ ପାଣି କୁଣ୍ଡରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ଅପରାହ୍ନରେ ପ୍ରଥମେ କିଛି ସ୍ଥାନୀୟ ଲୋକେ ମୃତ ଦେହ ଭାସୁଥିବାର ଦେଖି ଯୋଡ଼ା ପୋଲିସକୁ ସୂଚନା ଦେଇଥିଲେ । ଗଣେଶ ଭବନ ନିକଟରୁ ଟାଟା ଷ୍ଟିଲ ସାଇଡିଂକୁ ଯିବା ରାସ୍ତା କଡ଼ରେ ଏହି ପରିତ୍ୟକ୍ତ ପାଣି କୁଣ୍ଡଟି ରହିଛି ।

ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ପୋଲିସ ହତ୍ୟା ସନ୍ଦେହ କରୁଛି । ତେବେ ଯୁବକ ଜଣକଙ୍କର ପରିଚୟ ଓ ମୃତ୍ୟୁର କାରଣ ନେଇ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.