ETV Bharat / state

ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର

author img

By

Published : Aug 20, 2019, 2:17 PM IST

ଗୁଣିଆ ଓ ଡାହାଣୀ ସନ୍ଦେହରେ ସଂଘଟିତ ହୋଇଛି ଲୋମହର୍ଷଣକାରୀ ହତ୍ୟା । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନୟାଗଡ଼ ନିକଟ ନେଙ୍କଡ଼ାପାଣି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ବାମେବାରୀ ଥାନା ନୟାଗଡ଼ ନିକଟ ନେଙ୍କଡ଼ାପାଣି ଗାଁରେ ଚାଞ୍ଚଲ୍ୟକର ଘଟଣା । ଗୁଣିଗାରେଡି ସନ୍ଦେହରେ ସଂଘଟିତ ହୋଇଛି ଲୋମହର୍ଷଣକାରୀ ହତ୍ୟା । ଦୁଇ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ପରେ 5 ଜଣଙ୍କୁ ଗିରଫ କରିଛି ପୋଲିସ ।

ନେଙ୍କଡ଼ାପାଣୀ ଗ୍ରାମର ମହିଳା ସୁବାସ ମୁଣ୍ଡା ଓ ତାଙ୍କ ପୁତୁରା ଶଙ୍କର ମୁଣ୍ଡାଙ୍କୁ ନୃଶଂସତାର ସହ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି । ବାମେଵାରୀ ପୋଲିସ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ରାମ, ଦାମ, ବିଜୁଙ୍କୁ ମିଶାଇ ମୋଟ 5ଜଣଙ୍କୁ ଗିରଫ କରିଛି । ପ୍ରାଥମିକ ତଦନ୍ତରୁ ଡାହାଣୀ ଓ ଗୁଣିଆ ସନ୍ଦେହରେ ଏହି ଡବଲ ମର୍ଡର ହୋଇଥିବା ସୂଚନା ଦେଇଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ, ରାମ ମୁଣ୍ଡାଙ୍କ ଝିଅ ଦେହ ବାରମ୍ବାର ଖରାପ ହେଉଥିଲା । ସେ ସୁବାସ ମୁଣ୍ଡାଙ୍କୁ ଡାହାଣୀ ବୋଲି ସନ୍ଦେହ କରୁଥିଲା । ଶେଷରେ ସୋମବାର ଗୁଣିଗାରେଡ଼ି ସନ୍ଦେହରେ ହୋଇଛି ଡବଲ ମର୍ଡର । କିଛି ଲୋକ ସୁବାସଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଚେତନକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ଆଙ୍କର- ଗୁଣିଗାରେଡ଼ି ସନ୍ଦେହରେ ଡବଲ ମଡ଼ରBody:ଆଙ୍କର-କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନୟାଗଡ଼ ନିକଟ ନେଙ୍କଡ଼ାପାଲୀ ଗାଁରେ ମହିଳା ସୁବାସ ମୁଣ୍ଡା ଓ ତାଙ୍କ ପୁତୁରା ଚେତନ ମୁଣ୍ଡାଙ୍କୁ ନୃଶଂସ ଭାବେ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି.ଏମାନଙ୍କ ମଧ୍ୟରୁ ରାମ ମୁଣ୍ଡାଙ୍କୁ ଅଟକ ରଖିଛି ପୋଲିସ . ସୂଚନା ଅନୁଯାୟୀ.ରାମ ମୁଣ୍ଡାଙ୍କ ଝିଅ ଦେହ ବାରମ୍ବାର ଖରାପ ହେଉଥିଲା । ସେ ସୁବାସ ମୁଣ୍ଡାଙ୍କୁ ଡାହାଣୀ ସନ୍ଦେହ କରୁଥିଲା।ଗତକାଲି ସଂଘବଦ୍ଧ ଭାବେ କିଛି ଲୋକ ସୁବାସଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଚେତନକୁ ଠେଙ୍ଗାରେ ବାଡ଼େଇ ହତ୍ୟା କରିଥିଲେ । ବାମେଵାରୀ ପୋଲିସ ଏନେଇ ତଦନ୍ତ ଜରିରଖିତଗିବା ବେଳେ ପାଞ୍ଚ ଜଣକୁ ଅଟକ ରଖିଛି
ବାଇଟ- ସୁରେଶ ପାତ୍ର( ଡି ଏସ ପି, କ୍ରାଇମ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.