ETV Bharat / state

ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା

ବୁଧବାର ଆନନ୍ଦପୁର ଠାରେ ବିଜେପି ମହିଳା ମୋର୍ଚ୍ଚା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

author img

By

Published : Sep 9, 2020, 5:03 PM IST

_mp-anubhav-mohanty
ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କଲେ ବିଜେପି ମହିଳା ମୋର୍ଚ୍ଚା

ଆନନ୍ଦପୁର: ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କଲେ ବିଜେପି ମହିଳା ମୋର୍ଚ୍ଚା । ବୁଧବାର ଆନନ୍ଦପୁର ଠାରେ ବିଜେପି ମହିଳା ମୋର୍ଚ୍ଚା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ବର୍ଷା ପ୍ରିୟଦର୍ଶନୀଙ୍କୁ ଅନୁଭବ ମହାନ୍ତିଙ୍କ ନିର୍ଯ୍ୟାତନା ଘଟଣାରେ ସାରା ରାଜ୍ୟରେ ବିରୋଧରେ ସ୍ବର ଉତ୍ତୋଳନ ହେଉଛି । ଏହାରି ମଧ୍ୟରେ ବୁଧବାର ଆନନ୍ଦପୁର କଚେରୀ ନିକଟରେ ବିଜେପି ମହିଳା ମୋର୍ଚ୍ଚାର ସଭ୍ୟାମାନେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବହିଷ୍କାର ଦାବି କରି ନାରାବାଜି କରିବା ସହିତ କୁଶପୁତ୍ତଳିକା ଦାହ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.