ETV Bharat / state

ଗୁରୁତର ଅବସ୍ଥାରେ ଭାଲୁ ଛୁଆ ଉଦ୍ଧାର, ଚିକିତ୍ସା ଜାରି

author img

By

Published : Feb 2, 2020, 2:42 PM IST

କେନ୍ଦୁଝର ଜିଲ୍ଲା ଫୁଲପାହାଡ଼ି ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଭାଲୁ ଛୁଆ ଉଦ୍ଧାର। ତା’ ପେଟରେ ଗଭୀର କ୍ଷତ ଥିବା ବେଳେ ବନବିଭାଗ କରୁଛି ଚିକିତ୍ସା। ଭାଲୁ ଛୁଆର ବୟସ 2ରୁ 3 ମାସ ହୋଇଥିବା ସୂଚନା। ଅଧିକ ଖବର ପଢନ୍ତୁ...

_bear rescue
ଗୁରୁତର ଅବସ୍ଥାରେ ଭାଲୁ ଛୁଆ ଉଦ୍ଧାର,ବନବିଭାଗର ଚିକିତ୍ସା ଜାରି

କେନ୍ଦୁଝର: ଜିଲ୍ଲାର ପାଟଣା ରେଞ୍ଜ ସାହାରପଡା ସେକ୍ସନ ଫୁଲପାହାଡ଼ି ଜଙ୍ଗଲରୁ ଭାଲୁ ଛୁଆ ଉଦ୍ଧାର। ଏହି ଭାଲୁ ଛୁଆଟିକୁ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି। ଭାଲୁର ପେଟରେ ଗଭୀର କ୍ଷତ ହୋଇଥିବା ବେଳେ ବନବିଭାଗ ଭାଲୁ ଛୁଆର ଚିକିତ୍ସା ଜାରି ରଖିଛି। ତା’ର ବୟସ ଦୁଇରୁ ତିନି ମାସର ହେବ ବୋଲି ବନପାଳ ସୁକୁମାର ଜେନା ଜଣାଇଛନ୍ତି।

ଗୁରୁତର ଅବସ୍ଥାରେ ଭାଲୁ ଛୁଆ ଉଦ୍ଧାର,ବନବିଭାଗର ଚିକିତ୍ସା ଜାରି

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଗୁରୁତର ଅବସ୍ଥାରେ ଭାଲୁ ଛୁଆ କୁ ଉଦ୍ଧାର କଲା ବନ ବିଭାଗ Body:ଆଙ୍କର- କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଫୁଲପାହାଡ଼ି ଜଙ୍ଗଲ ରୁ ବିଳମ୍ବିତ ରାତିରେ ଏକ ଭାଲୁ ଛୁଆ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ବନ ବିଭାଗ।ଭାଲୁଟିର ପେଟରେ ଗଭୀର କ୍ଷତ ହୋଇଥିବା ବେଳେ ବନ ବିଭାଗ ଭାଲୁ ଛୁଆର ଚିକିତ୍ସା କରୁଛି । ଭାଲୁ ଛୁଆଟି ଦୁଇ ରୁ ତିନି ମାସର ହେବ ବୋଲି ବନ ପାଳ ସୁକୁମାର ଜେନା ସୂଚନା ଦେଇଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.