ETV Bharat / state

ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋରୋନା ପାଣ୍ଠିକୁ ସହାୟତା ପ୍ରଦାନ

ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ ସରକାରଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । କେନ୍ଦୁଝର ଜିଲ୍ଲା ସାଇଁକୁଳସ୍ଥିତ ଅନ୍ବେଷା ସାହିତ୍ୟ ସଂସଦ ପକ୍ଷରୁ ୧୦ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ କୋରୋନା ସହାୟତା ପାଣ୍ଠିକୁ ପ୍ରଦାନ କରାଯାଇଛି ।

author img

By

Published : Mar 31, 2020, 5:16 PM IST

anandpur-anesha-sahitya-sangsad-pay-to-cm-relief-fund
ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋରୋନା ପାଣ୍ଠିକୁ ସହାୟତା ପ୍ରଦା

ଆନନ୍ଦପୁର: ଅନ୍ବେଷା ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋରୋନା ପାଣ୍ଠିକୁ ସହାୟତା । ସାରା ବିଶ୍ବରେ ମହାମାରୀ କୋରୋନା ଭାଇରସ ଆତଙ୍କ ଖେଳାଇଛି । ଏହି ମହାମାରୀରୁ ରକ୍ଷା କରିବା ପାଇଁ ଭାରତକୁ 24 ତାରିଖରୁ ଲକଡାଉନ କରାଯାଇଛି । କୋରନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାକୁ କଡାକଡି ଭାବରେ ପାଳନ କରିବାପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସାରା ବିଶ୍ବରେ ମହାମାରୀ କୋରୋନାକୁ ସାମନାକରିବା ପାଇଁ ବିକାଶଶୀଳ ଦେଶମାନେ ମଧ୍ୟ ଆଜି ଶୋଚନୀୟ ହୋଇପଡିଛନ୍ତି । ଏହାକୁ ମୁକାବିଲା କରିବା ପାଇଁ ଭାରତରେ ସରକାରଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ଅବସରରେ କେନ୍ଦୁଝର ଜିଲ୍ଲା ସାଇଁକୁଳସ୍ଥିତ ଅନ୍ବେଷା ସାହିତ୍ୟ ସଂସଦ ପକ୍ଷରୁ ୧୦ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ କୋରୋନା ସହାୟତା ପାଣ୍ଠିକୁ ପ୍ରଦାନ କରାଯାଇଛି । ଏଥିରେ ରାମଚନ୍ଦ୍ରପୁର ଥାନା ସବ୍ ଇନ୍ସପେକ୍ଟର ବିଶ୍ବଜିତ ବେହେରା ଯୋଗଦାନ କରିଥିଲେ । ଏହାସହ ସଂସଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.