ETV Bharat / state

ବୃ୍ଦ୍ଧଙ୍କ ଆକ୍ରମଣରେ ଯୁବକ ମୃତ - ଚମ୍ପୁଆ ଥାନା ଅଞ୍ଚଳରେ ଅଭାବନୀୟ ଗଟଣା

ଚମ୍ପୁଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । 60 ବର୍ଷିୟ ବୃ୍ଦ୍ଧଙ୍କ ଆକ୍ରମଣରେ ଯୁବକ ମୃତ । ଅଧିକ ପଢନ୍ତୁ...

ବୃ୍ଦ୍ଧଙ୍କ ଆକ୍ରମଣରେ ଯୁବକ ମୃତ
ବୃ୍ଦ୍ଧଙ୍କ ଆକ୍ରମଣରେ ଯୁବକ ମୃତ
author img

By

Published : Mar 8, 2021, 12:11 PM IST

କେନ୍ଦୁଝର: ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକକୁ ହତ୍ୟା । କେନ୍ଦୁଝର ଚମ୍ପୁଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ସେହି ଅଞ୍ଚଳର କୋଦଗାଡ଼ିଆ ବସଷ୍ଟାଣ୍ଡ ନିକଟରେ ଲୀପୁନ ମାହାନ୍ତ ନାମକ ଜଣେ 27 ବର୍ଷିୟ ଯୁବକଙ୍କୁ ସେହି ଗାଁର 60 ବର୍ଷିୟ ଗୌରହରି ମହାନ୍ତ ନାମକ ଜଣେ ବୃଦ୍ଧ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସାମାନ୍ୟ ବଚସାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ବୃ୍ଦ୍ଧଙ୍କ ଆକ୍ରମଣରେ ଯୁବକ ମୃତ

ମୃତକ ବାପାଙ୍କ ଅଭିଯୋଗ ଅନୁଯାଇ ହତ୍ୟାକାଣ୍ଡ କରିଥିବା ଗୌରହରିଙ୍କୁ ଚମ୍ପୁଆ ପୋଲିସ ଗିରଫ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.