ETV Bharat / state

Kanjhari Dam; କାନଝରି ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ - young man dead body found in kanjhari dam

କାନଝରି ଡ୍ୟାମରେ(Keonjhar Kanjhari Dam) ଭାସୁଛି ଯୁବକଙ୍କ ମୃତଦେହ । ମୃତକ ଜଣକ ପଲାଣଘାଟି ଗାଁର ଇନ୍ଦ୍ରମଣି ନାଏକ ବୋଲି ଜଣାପଡ଼ିଛି । ସେ ଗତ ଶୁକ୍ରବାର ସାଙ୍ଗମାନଙ୍କ ସହ ଗାଧୋଉ ଥିବା ସମୟରେ ବୁଡି ଯାଇଥିଲେ । ଅଧିକ ପଢନ୍ତୁ

କାନଝରି ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ
କାନଝରି ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ
author img

By

Published : Nov 29, 2021, 11:49 AM IST

କେନ୍ଦୁଝର: କାନଝରି ଡ୍ୟାମରେ( Dead body recovered from Kanjhari Dam) ଭାସୁଛି ଯୁବକଙ୍କ ମୃତଦେହ । ମୃତକ ଜଣକ ପଲାଣଘାଟି ଗାଁର ଇନ୍ଦ୍ରମଣି ନାଏକ ବୋଲି ଜଣାପଡ଼ିଛି । ତେବେ ଇନ୍ଦ୍ରମଣି କାଠ କାମ କରନ୍ତି । ସେ ଗତ ଶୁକ୍ରବାର ଦିନ କିଛି ସାଙ୍ଗମାନଙ୍କ ସହିତ ଏଠାରେ ଗାଧୋଉ ଥିବା ସମୟରେ ବୁଡି ଯାଇଥିଲେ । ସେହିଦିନଠାରୁ ବହୁ ଖୋଜା ଖୋଜି ପରି ମଧ୍ୟ ଇନ୍ଦ୍ରମଣିଙ୍କୁ ପାଇନଥିବା ତାଙ୍କ ସାଙ୍ଗମାନେ କହିଛନ୍ତି ।

କାନଝରି ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ
କାନଝରି ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ

ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ବହୁ ଖୋଜା ଖୋଜି କରି ପାଇନଥିଲେ । କିନ୍ତୁ ଆଜି(ସୋମବାର) ସକାଳୁ ସକାଳୁ ମୃତଦେହଟି ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କାନଝରି ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.