ETV Bharat / state

ମାଲବାହୀ ଟ୍ରେନ ଧକ୍କାରେ ମହିଳା ମୃତ

author img

By

Published : Nov 30, 2019, 11:16 AM IST

ମାଲବାହୀ ଟ୍ରେନ ଧକ୍କାରେ ଜଣେ ମହିଳା ମୃତ । ଶଶ୍ବୁର ଘରୁ ବାପା ଘରକୁ ଯାଉଥିବା ସମୟରେ ମହିଳା ଜଣକ ରେଳ ଲାଇନ ପାର ହେଉଥିଲେ । ଏହି ସମୟରେ ଦୁର୍ଘଟଣା ଘଟି ମହିଳାଙ୍କ ମୃତ୍ୟୁ ଘଟିଛି ।

train accident
ମାଲବାହୀ ଟ୍ରେନ ଧକ୍କାରେ ମହିଳା ମୃତ

କେନ୍ଦୁଝର: ହରିଚନ୍ଦନପୁର ଥାନା ବଡସିଆଳିମାଳ ଗାଁରେ ଅଘଟଣ । ମାଲବାହୀ ଟ୍ରେନ ଧକ୍କାରେ ଜଣେ ମହିଳା ମୃତ । ମୃତକ ମହିଳା ଜଣକ ହେଲେ ହରିଚନ୍ଦନପୁର ବ୍ଲକ ମସିଣାଯୋଡି ଗାଁର ଘନଶ୍ୟାମ ମୁଣ୍ଡାଙ୍କ ପତ୍ନୀ ମାନ୍ଦୁଇ ମୁଣ୍ଡା ବୋଲି ଜଣାପଡିଛି ।

ମାଲବାହୀ ଟ୍ରେନ ଧକ୍କାରେ ମହିଳା ମୃତ

ମାନ୍ଦୁଇ ନିଜ ଭଉଣୀଙ୍କ ସହ ବାପା ଘରକୁ ଯିବାବେଳେ ରେଳ ଧାରଣା ପାର ହେଉଥିଲେ । ଏହି ସମୟରେ ତାଙ୍କୁ ଏକ ଟ୍ରେନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ, ଘଟଣା ବିଷୟରେ ଖବର ପାଇ ପୋଲିସ ମୃତଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ପଠାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ-ଟ୍ରେନ ଧକାରେ ମହିଳା ମୃତ
ଆଙ୍କର-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବଡ଼ସିଆଳିମାଳ ଗ୍ରାମ ନିକଟରେ ଟ୍ରେନ ଧକ୍କାରେ ମହିଳା ମୃତ । ମୃତ ମହିଳା ହେଲେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମସିଣାଯୋଡି ଗ୍ରାମର ଘନଶ୍ୟାମ ମୁଣ୍ଡାଙ୍କ ପତ୍ନୀ ମାନ୍ଦୁଇ ମୁଣ୍ଡା ବୋଲି ଜଣାପଡିଛି। ମାନ୍ଦୁଇ ନିଜ ଭଉଣୀଙ୍କ ସହ ବାପ ଘରକୁ ରେଳଧରଣା ପାର ହୋଇ ଯାଉଥିବା ବେଳେ ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ପଠାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.