ETV Bharat / state

ଡକାୟତକୁ କାବୁ କଲେ ସ୍ଥାନୀୟ ଯୁବକ, ପୋଲିସରେ ଦେଲେ ଜିମା

ଡକାୟତକୁ କାବୁ କଲେ ସ୍ଥାନୀୟ ଯୁବକ । ଦେଲେ ପୋଲିସର ଜିମା, ଦୀର୍ଘ ଦିନ ଧରି ବିଭିନ୍ନ ଅଞ୍ଚଳରୁ କରୁଥିଲା ଲୁଟ । ଅଧିକ ପଢନ୍ତୁ...

author img

By

Published : Jul 28, 2020, 11:45 AM IST

a thief arrested in keonjhar today
ଡକାୟତକୁ କାବୁ କଲେ ସ୍ଥାନୀୟ ଯୁବକ, ଦେଲେ ପୋଲିସର ଜିମା

ଆନନ୍ଦପୁର: ଡକାୟତକୁ କାବୁ କଲେ ସ୍ଥାନୀୟ ଯୁବକ | ଆଉ ଦେଲେ ପୋଲିସର ଜିମା । ଆଜକୁ ଦୁଇ ମାସ ହେବ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଦିନକୁ ଦିନ ଡକାୟତି ବଢି ଚାଲିଥିବା ଅଭିଯୋଗ ହେଉଥିଲେ ମଧ୍ୟ ଡକାୟତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିଲେ । କିନ୍ତୁ ସେମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଥିଲା ।

ମଙ୍ଗଳବାର ସକାଳ ସମୟରେ ଚା ରେ ନିଶା ଟାବଲେଟ ଦେଇ ଡକାୟତି କରୁଥିବା ସମୟରେ ଡକାୟତକୁ ଧରି ପୁଲିସର ଜିମା ଦେଇଥିଲେ ସାମଜସେବୀ ପ୍ରଦୀପ ସାହୁ ଓ ପଦନା ଅଞ୍ଚଳର ସ୍ଥାନୀୟ ଯୁବକମାନେ । ପୋଲିସ ଡାକାୟତକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.