ETV Bharat / state

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବାଇକ, ଆରୋହୀ ମୃତ - ଆଳୁଘାଟିରେ ବାଇକ ଚାଳକର ମୃତ୍ଯୁ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଳୁଘାଟିରେ ସଡ଼କ ଦୁର୍ଘଟଣା। ବାଇକ ଆରୋହୀଙ୍କ ମୃତ୍ଯୁ।

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଆରୋହୀଙ୍କ ମୃତ୍ଯୁ

author img

By

Published : Dec 5, 2020, 4:45 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଳୁଘାଟିରେ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ବାରିପାଳ ଗ୍ରାମର ଅଜୟ କୁମାର ପାତ୍ର କୌଣସି କାମରେ ହରିଚନ୍ଦନପୁର ଆସୁଥିଲେ । ତେବେ ଭାରସାମ୍ୟ ହରାଇ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଆରୋହୀଙ୍କ ମୃତ୍ଯୁ

ସ୍ଥାନୀୟ ଲୋକେ ଖବର ଦେବାପରେ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ହରିଚନ୍ଦନପୁର ପୋଲିସକୁ ଖବର ଦେଇଛି ଅଗ୍ନିଶମ ବିଭାଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.