ETV Bharat / state

ନୂଆ ଆକ୍ରାନ୍ତ ଚିହ୍ନଟ ପରେ କେନ୍ଦୁଝରରେ 300 ପାର କୋରୋନା ମାମଲା - odisha corona update

ଆଜି ରିପୋର୍ଟ ଅନୁସାରେ କେନ୍ଦୁଝର ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛି କୋରୋନା । ଚିନ୍ତାର ବିଷୟରେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 2 କୋରୋନା ଯୋଦ୍ଧା ରହିଛନ୍ତି । ଅଧିକ ପଢନ୍ତୁ...

ନୂତନ ମାମଲା ଚିହ୍ନଟ ପରେ କେନ୍ଦୁଝରରେ 300 ପାର କଲା କୋରୋନା

author img

By

Published : Jul 14, 2020, 1:47 PM IST

କେନ୍ଦୁଝର: ସାରା ରାଜ୍ୟରେ ମହାମାରୀ କୋରୋନା ସାଙ୍ଘାତିକ ଭାବେ ବୃଦ୍ଧି ପାଉଛି । ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଆଜି ପୁଣି ରାଜ୍ୟରେ 543 ଜଣ କୋରୋନା ଚିହ୍ନଟ ହୋଇଛି । କେନ୍ଦୁଝରରୁ ପୁଣି 22ଟି ନୂତନ ମାମଲା ରିପୋର୍ଟ କରାଯାଇଛି ।

ନୂତନ ମାମଲା ଚିହ୍ନଟ ପରେ କେନ୍ଦୁଝରରେ 300 ପାର କଲା କୋରୋନା
ନୂତନ ମାମଲା ଚିହ୍ନଟ ପରେ କେନ୍ଦୁଝରରେ 300 ପାର କଲା କୋରୋନା

ଏହି ନୂତନ ଆକ୍ରାନ୍ତ ମଧ୍ୟରୁ 2 ଜଣ ଯୋଡା ବ୍ଲକ, 18 ଜଣ ପାଟଣା, ସାହାରପଡା, ଆନନ୍ଦପୁର, ଘଟଗାଁ, ତେଲକୋଇ, ଝୁମ୍ପୁରା, ହାଟଡିହି ଓ ହରିଚନ୍ଦନପୁର ବ୍ଲକର ଟିଏମିସରୁ ଚିହ୍ନଟ ହୋଇଛନ୍ତି । ଚିନ୍ତାର ବିଷୟ ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ କୋରୋନା ଯୋଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଦୁଇ କୋରୋନା ଯୋଦ୍ଧା ଯୋଡ଼ା ବ୍ଲକ ଭଦ୍ରାସାହି ସହରର ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ଟ୍ୱିଟର ମାଧ୍ୟମରେ ଜଣାଇଛି । ଉକ୍ତ ୨୨ ଜଣକୁ ଅଧିକ ଚିକିତ୍ସା ପାଇଁ କୋଭିଡ ମେଡିକାଲକୁ ପଠେଇ ଦିଆଯାଇଛି । ଜିଲ୍ଲାରେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ୩୪୦ ରେ ପହଞ୍ଚିଛି । ଏଥିମଧ୍ୟରୁ ୧୮୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ ଆକ୍ରାନ୍ତ ୧୫୭ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.