ETV Bharat / state

ତୁଳସୀକ୍ଷେତ୍ରରେ ରଥଯାତ୍ରା ପାଇଁ ଅହୋରାତ୍ର ଧାରଣା - ତୁଳସୀକ୍ଷେତ୍ର

ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ସେବାୟତ ଓ ଶହଶହ ସାଧାରଣ ଜନତା ଅହୋରାତ୍ର ଧାରଣାରେ ବସିଛନ୍ତି l କେନ୍ଦ୍ରାପଡ଼ାରେ ରଥଯାତ୍ରା ପାଇଁ ଅନୁମତି ଦାବିରେ ଶତାଧିକ ସେବାୟତ ସୋମବାର ମନ୍ଦିର ଆଗରେ ଧାରଣାରେ ବସିବା ସହିତ ନାରାବାଜି କରିଛନ୍ତି l ଅଧିକ ପଢନ୍ତୁ..

ତୁଳସୀକ୍ଷେତ୍ରର ରଥଯାତ୍ରା ପାଇଁ ଅହୋରାତ୍ର ଧାରଣା

author img

By

Published : Jun 22, 2020, 10:55 PM IST

କେନ୍ଦ୍ରାପଡ଼ା: ତୁଳସୀ କ୍ଷେତ୍ରାଧିପତି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ସେବାୟତ ଓ ଶହଶହ ସାଧାରଣ ଜନତା ଅହୋରାତ୍ର ଧାରଣାରେ ବସିଛନ୍ତି l କେନ୍ଦ୍ରାପଡ଼ାରେ ରଥଯାତ୍ରା ପାଇଁ ଅନୁମତି ଦାବିରେ ଶତାଧିକ ସେବାୟତ ସୋମବାର ମନ୍ଦିର ଆଗରେ ଧାରଣାରେ ବସିବା ସହିତ ନାରାବାଜି କରିଛନ୍ତି l ଆବଶ୍ୟକୀୟ ସାମାଜିକ ଦୂରତ୍ୱ ରକ୍ଷା କରି ରଥଯାତ୍ରା ପାଇଁ ଅନୁମତି ଦେବାକୁ ସେବାୟତ ମାନେ ଜିଦ ଧରି ବସିଥିବା ବେଳେ ଶ୍ରୀଜୀଉଙ୍କ ମନ୍ଦିରରେ ତାଲା ପକାଇ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ ।

ତୁଳସୀକ୍ଷେତ୍ରର ରଥଯାତ୍ରା ପାଇଁ ଅହୋରାତ୍ର ଧାରଣା

ଅନ୍ୟପକ୍ଷରେ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି l ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ସେବାୟତ ମାନେ କହିଛନ୍ତି l ତେବେ ସେଠାରେ କଣ ରହିଛି ସେବାୟତ, ସେବକ, ଗବେଷକ ଓ ଭକ୍ତଙ୍କ ପ୍ରତିକ୍ରିୟା ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ରାଧାକାନ୍ତ ମହାନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.