ETV Bharat / state

ଏଜେଣ୍ଟଙ୍କ ବସିବା ସ୍ଥାନକୁ ନେଇ ଉତ୍ତେଜନା, ଭୋଟ ଗଣନାରେ ବିଳମ୍ବ

ଦ୍ବିତୀୟ ଦିନରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା । ଏଜେଣ୍ଟମାନଙ୍କ ପାଇଁ ଭୋଟ ଗଣତି ସ୍ଥାନରେ ଜାଗା ନ ମିଳିବାରୁ କେନ୍ଦ୍ରାପଡା ଡେରାବିଶ୍ ବ୍ଲକରେ ଉତ୍ତେଜନା । ଅଧିକ ପଢନ୍ତୁ

author img

By

Published : Feb 27, 2022, 2:38 PM IST

ଏଜେଣ୍ଟଙ୍କ ବସିବା ସ୍ଥାନକୁ ନେଇ ଉତ୍ତେଜନା, ଭୋଟ ଗଣନାରେ ବିଳମ୍ବ
ଏଜେଣ୍ଟଙ୍କ ବସିବା ସ୍ଥାନକୁ ନେଇ ଉତ୍ତେଜନା, ଭୋଟ ଗଣନାରେ ବିଳମ୍ବ

କେନ୍ଦ୍ରାପଡା: ଆଜି ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ବିତୀୟ ଦିନ । ଚାରିଆଡେ ଜାରି ରହିଛି କାଉଣ୍ଟିଂ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକରେ ଆଜି ୧୩ ନମ୍ବର ଜୋନର ଭୋଟ ଗଣତି କରାଯାଉଛି । ହେଲେ କାଉଣ୍ଟିଂ ଚାଲିଥିବାବେଳେ ଡେରାବିଶ୍ ବ୍ଲକରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ଭୋଟ ଗଣତି ସ୍ଥାନରେ ଏଜେଣ୍ଟମାନଙ୍କ ବସିବା ପାଇଁ ଜାଗା ନ ମିଳିବାରୁ ଗଣତି ଗୃହରେ ହଟ୍ଟଗୋଳ କରିଛନ୍ତି ଏଜେଣ୍ଟ ।

ଗଣତି ଗୃହରେ ତୀବ୍ର ଅସନ୍ତୋଷ ଦେଖାଯିବା ଯୋଗୁଁ କାଉଣ୍ଟିଂ ବିଳମ୍ବ ହୋଇଛି । ଗଣତି ପ୍ରକ୍ରିୟା ସକାଳ ୮ ସମୟରେ ରହିଥିବା ବେଳେ ହଟଗୋଳ ପାଇଁ ଭୋଟ ଗଣତି କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.