ETV Bharat / state

ହତ୍ୟାକାରୀକୁ ଗିରଫ ଦାବିରେ ମହାକାଳପଡା ଥାନା ଆଗରେ ଧାରଣା - protest occurs for arresting murder accused in mahakalapada

ହତ୍ୟାକାରୀକୁ ଗିରଫ ଦାବିରେ ମହାକାଳପଡା ଥାନା ଆଗରେ ଧାରଣା । ଧାରଣାରେ ବସିଲେ ଜଅଁରା ଓ ତିଥି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ପୋଲିସ ସହିତ ଆଲୋଚନା ପରେ ଧାରଣାରୁ ଉଠିଲେ ଲୋକେ ।

mahakalapada
ମହାକାଳପଡା ଥାନା ଆଗରେ ଧାରଣା, ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି
author img

By

Published : Jan 7, 2020, 9:21 PM IST

କେନ୍ଦ୍ରାପଡା: ହତ୍ୟାକାରୀକୁ ଗିରଫ ଦାବିରେ ମହାକାଳପଡା ଥାନା ଆଗରେ ଧାରଣା । ଧାରଣାରେ ବସିଲେ ଜଅଁରା ଓ ତିଥି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ନଭେମ୍ବର 28 ତାରିଖରେ ଜଅଁରା ଗାଁର ପୋଖରୀରୁ ସନ୍ଦେହଜନକ ଭାବେ ଅଶୋକ ପରିଡାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏତେ ଦିନ ପରେବି ପୋଲିସ ଘଟଣାର ପର୍ଦ୍ଦାଫାଶ ନକରିବା ଓ ଅଭିଯୁକ୍ତକୁ ଗିରଫ ତଥା ତଦନ୍ତରେ ବିଳମ୍ବ ହେବା ପ୍ରତିବାଦରେ ଥାନା ଆଗରେ ଧାରଣା ଦିଆଯାଇଥିଲା ।

ମହାକାଳପଡା ଥାନା ଆଗରେ ଧାରଣା, ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି

ସେପଟେ ଧାରଣାସ୍ଥଳରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ପହଞ୍ଚି ଧାରଣାରେ ବସିଥିବା ଲୋକଙ୍କ ସହିତ ଆଲୋଚନା କରି ଘଟଣାର ଖୁବଶୀଘ୍ର ତଦନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଧାରଣାରୁ ଉଠିଥିଲେ ଲୋକେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:07.01.2020
Radhakanta Mohanty, Kendrapada
Slug-od_kpr_protest_ready_7204459
Anchor-ମହାକାଳପଡା ଥାନା ଜଅଂରା ଗ୍ରାମରେ ଗତ ନଭେମ୍ବର ୨୮ ତାରିଖରେ ପୋଖରୀରୁ ସନ୍ଦେହ ଜନକ ଭାବରେ ମୃତଦେହ ଉଦ୍ଧାର ଘଟଣାର ଭିନ୍ନ ମୋଡ ନେଇଛି।ଘଟଣାର ଏକ ମାସ ୧୦ ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ପର୍ଦ୍ଦାଫାଶ ନହେବା ଓ ଆସାମି ଗିରଫ ଏବଂ ତଦନ୍ତରେ ବିଳମ୍ବ ପ୍ରତିବାଦରେ ମୃତ ଅଶୋକ ପରିଡାଙ୍କର ପରିବାର ଲୋକଙ୍କ ସମେତ ଜଅଁରା ଓ ତିଥି ଗ୍ରାମର ଶତାଧିକମହିଳା ମାନେ ମହାକାଳପଡା ଥାନା ଆଗରେ ଧାରଣା ବସିଥିଲେ । ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଏସଡିପିଓ ରାଜୀବ ଲୋଚନ ପଣ୍ଡା ପହଞ୍ଚି ଧାରଣାରେ ବସିଥିବା ଲୋକ ମାନଙ୍କ ସହିତ ଆଲୋଚନା କରି ଘଟଣାର ଖୁବଶୀଘ୍ର ତଦନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାରେ ବସିଥିବା ମହିଳା ମାନେ ଥାନା ସମ୍ମୁଖରେ ଥିବା ଧାରଣାକୁ ସ୍ଥଗିତ ରଖିଛନ୍ତି।
Body:Byt-ପ୍ରଭାସିନି ପରିଡା (ମୃତ ଅଶୋକଙ୍କ ସ୍ତ୍ରୀ)
Byt-ବିଜୟ ପଣ୍ଡା(ଗ୍ରାମବାସୀ)Conclusion:ରାପ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.