ETV Bharat / state

ବାବୁଲି ଗୁଳିକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ - ଶାନ ଓରଫ୍ ସେକ ରେହମତକୁ ଗିରଫ

ବାବୁଲି ଗୁଳିକାଣ୍ଡରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଶାନ ଓରଫ୍ ସେକ ରେହମତକୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡା ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : Aug 28, 2019, 5:56 PM IST

କେନ୍ଦ୍ରାପଡ଼ା: ତିନିମୁହାଣୀ ବଜାର କମିଟି ସଭାପତି ବାବୁଲି ଗୁଳିକାଣ୍ଡରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଶାନ ଓରଫ୍ ସେକ ରେହମତକୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡା ପୋଲିସ । ପୂର୍ବରୁ ଏହି ଗୁଳିମାଡ ଘଟଣାରେ ପୋଲିସ ପ୍ରଥମେ 4ଜଣକୁ ଓ ପରେ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡ଼ା

ଏହି ଘଟଣାରେ ଏବେ ବି ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଥିବାବେଳେ ଗତକାଲି ପୋଲିସ ଶାନକୁ ଗରିଫ କରି ପଚାରଉଚୁରା ଚଳାଇଥିଲା । ତେବେ ଶାନକୁ ଏସଡିଜେଏମ କୋର୍ଟରେ ହାଜର କରାଯିବା ପରେ ତାର ଜାମିନ ନା ମଞ୍ଜୁର କରାଯାଇଛି । ଏହା ପରେ ତାକୁ କେନ୍ଦ୍ରାପଡ଼ା ଉପକାରଗାରକୁ ପଠାଯାଇଇଥିବା ବେଳେ ପୂର୍ବରୁ କେନ୍ଦ୍ରାପଡା ପୌର ପରିଷଦର କାଉନସିଲ ଭାବେ ନିର୍ବାଚିତ ହୋଇଥିଲେ ଶାନ ।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସ 14ରେ ବାବୁଲି ଓରଫ ବିବେକାନନ୍ଦ ମହାରଣାକୁ ଗୁଲନଗର ଛକ ନିକଟସ୍ଥ ପୋଲ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:28.08.2019
Radhakanta Mohanty, Kendrapada
Slug-od_kpr_02_arrest_script_7204459
Anchor-କେନ୍ଦ୍ରାପଡ଼ା ତିନିମୁହାଣୀ ବଜାର କମିଟି ସଭାପତି ତଥା ଧର୍ମରକ୍ଷା ସେନାର ଆବାହକ ବିବେକାନନ୍ଦ ମହାରଣା ଓରଫ ବାବୁଲି ଗୁଳିକାଣ୍ଡର ଅନ୍ୟତମ ଅଭିଯୁକ୍ତ ଶାନ(ସେକ ରହେମତ)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡ଼ା ପୋଲିସ।ସୂଚନାନୁସାରେ ଗତ ଜୁଲାଇ ମାସ ୧୪ ତାରିଖରେ ବିବେକାନନ୍ଦଙ୍କୁ ଗୁଲନଗର ଛକ ନିକଟସ୍ଥ ପୋଲ ନିକଟରେ ଗୁଳି କରାଯାଇଥିଲା।ଏହି ଗୁଳିକାଣ୍ଡରେ କେନ୍ଦ୍ରାପଡ଼ା ପୋଲିସ ପ୍ରଥମେ ଚାରିଜଣ ଏବଂ ପରେ ମୁଖ୍ୟ ଅଭିଯୁକ୍ତ ମେହେତାଵକୁ ଏନକାଉଣ୍ଟର କରାଯାଇଥିଲା।ଏହି ଘଟଣାରେ ସଂପୃକ୍ତ ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ଥିବାବେଳେ ଗତକାଲି ପୋଲିସ ଶାନକୁ ଗିରଫ କରି ପଚରାଉଚୁରା ଚଳାଇଥିଲା।ଆଜି ଶାନକୁ ମାନ୍ୟବର SDJMଙ୍କ କୋର୍ଟରେ ହାଜର କରାଯିବା ପରେ ତା'ର ଜାମିନ ନାମଞ୍ଜୁର ହେବାରୁ ତାକୁ କେନ୍ଦ୍ରାପଡା ଉପ କାରାଗାରକୁ ପଠାଯାଇଛି।ରହେମତ ବିରୋଧରେ ୩୦୭, ୧୨୦(ବି) ଓ ୨୫(ଆର୍ମସ ଆକ୍ଟ)ଭଳି ସଙ୍ଗିନ ଦଫା ଲାଗିଛି।ସୂଚନାଯୋଗ୍ୟ ସେକ ରହେମତ ଓରଫ ଶାନ ପୁର୍ବରୁ କେନ୍ଦ୍ରାପଡ଼ା ପୌର ପରିଷଦର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ।
Byt-ନିରଞ୍ଜନ ବଳ(ସରକାରୀ ଓକିଲ,SDJM କୋର୍ଟ କେନ୍ଦ୍ରାପଡ଼ା)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.