ETV Bharat / state

ନାଳରେ ଭାସୁଛି ଶିଶୁ କନ୍ୟାର ମୃତଦେହ, ପହଞ୍ଚିନି ପ୍ରଶାସନ

ବିବାର କେନ୍ଦ୍ରାପଡ଼ା  ଟାଉନ ଥାନା ଅନ୍ତର୍ଗତ ହଜାରିବଗିଚା ନିକଟ ଦେଇ ବହିଯାଇଥିବା ନାଳରେ ସକାଳୁ ଏକ ଶିଶୁ କନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Sep 29, 2019, 12:48 PM IST

କେନ୍ଦ୍ରାପଡା: କେନ୍ଦ୍ର ସରକାର କନ୍ୟା ସନ୍ତାନଙ୍କ ପାଇଁ ଅନେକ ଯୋଜନା ଓ ଅଭିଯାନ କରିଥିଲେ ମଧ୍ୟ ପୁଣି ଜଣେ ଶିଶୁକନ୍ୟା ଅଲୋଡା ହୋଇଥିବା ଦେଖିବାକୁ ମିଳିଛି । ରବିବାର କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ହଜାରିବଗିଚା ନିକଟ ଦେଇ ବହିଯାଇଥିବା ନାଳରେ ସକାଳୁ ଏକ ଶିଶୁ କନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଉକ୍ତ ନାଳ ଠାରୁ ମାତ୍ର 500 ମିଟର ଦୂରରେ ରହିଛି କେନ୍ଦ୍ରାପଡା ମେଡିକାଲ ଓ ଘରୋଇ ନର୍ସିଂ । ତେବେ ଗତ ଶନିବାର ରାତିରେ କେହି ଜଣେ ବ୍ୟକ୍ତି ଝିଅ ଜନ୍ମ ହେବାପରେ ତାକୁ ମାରି ନାଳରେ ଭସାଇ ଦେଇଥିବା ଅନୁମାନ କରାଯାଉଛି । ତେବେ ଶିଶୁ କନ୍ୟାର ଶବ ଦୀର୍ଘ ସମୟ ଧରି ଭାସୁଥିଲେ ମଧ୍ୟ ପୋଲିସ କି ପ୍ରଶାସନ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନାହାଁନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:29.09.2019
Radhakanta Mohanty, Kendrapada
Slug-od_kpr_01_sisukanya_script_7204459
Anchor-ଅଲୋଡା ହେଲା ଶିଶୁକନ୍ୟା।କେନ୍ଦ୍ରାପଡ଼ା ହଜାରିବଗିଚା ନିକଟ ଦେଇ ବହିଯାଇଥିବା ନାଳରେ ଆଜି ସକାଳୁ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ।କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ହଜାରୀ ବଗିଚା ନିକଟ ନାଳରେ ଭାସୁଛି ଶିଶୁ କନ୍ୟାର ମୃତ ଦେହ।ହଜାରୀ ବଗିଚା ଠାରୁ କେନ୍ଦ୍ରାପଡା ମେଡିକାଲ ଓ ଘରୋଇ ନର୍ସିଂ ହୋମ ମାତ୍ର 500 ମିଟର।ଝିଅ ଜନ୍ମ ହେବାପରେ ତାକୁ ମାରି ନାଳରେ ଭସାଇ ଦେଇଥିବା ଅନୁମାନ କରାଯାଉଛି।ଗତକାଲି ରାତିରେ କେହି ଏହି ନାଳରେ ଶିଶୁ କନ୍ୟାକୁ ଭସାଇ ଦେଇଛି।ଦୁଃଖର କଥା ଶିଶୁ କନ୍ୟାର ଶବ ଦୀର୍ଘ ସମୟ ଧରି ଭାସୁଥିଲେ ମଧ୍ୟ ପୋଲିସ କି ପ୍ରଶାସନ ପହଂଚି ନାହାନ୍ତି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.