ETV Bharat / state

ଆକାଶରେ ଗର୍ଜୁଥିଲା ବର୍ଷା ପବନ, ଜନ୍ମ ନେଲା ଶିଶୁକନ୍ୟା 'ୟସ' - ଜନ୍ମ ନେଲା ଶିଶୁକନ୍ୟା ୟସ

କେନ୍ଦ୍ରାପଡା ଜିଲ୍ଲାରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ବାତ୍ୟା ସମୟରେ କେନ୍ଦ୍ରାପଡ଼ା ତାଳଚୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁ କନ୍ୟା ଜନ୍ମ ହୋଇଛି । ଯାହାର ନାଁ ‘ୟସ’ ରଖାଯାଇଛି । ଅଧିକ ପଢନ୍ତୁ...

ଜନ୍ମ ନେଲା ଶିଶୁକନ୍ୟା ୟସ
ଜନ୍ମ ନେଲା ଶିଶୁକନ୍ୟା ୟସ
author img

By

Published : May 26, 2021, 7:04 PM IST

କେନ୍ଦ୍ରାପଡା: ଜନ୍ମ ହେଲା ‘ୟସ’ । ବାତ୍ୟା ୟସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେଇଛି । ଏହାରି ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ବାତ୍ୟା ସମୟରେ କେନ୍ଦ୍ରାପଡ଼ା ତାଳଚୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁ କନ୍ୟା ଜନ୍ମ ହୋଇଛି । ଯାହାର ନାଁ ‘ୟସ’ ରଖାଯାଇଛି ।

ଜନ୍ମ ନେଲା ଶିଶୁକନ୍ୟା ୟସ

ତାଳଚୁଆ ଥାନା ଅନ୍ତର୍ଗତ ରଙ୍ଗଣି ପଞ୍ଚାୟତର ହରିଣପୋଖରୀ ଗାଁର ସରସ୍ବତୀ ବୈରାଗୀ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି । ଉଭୟ ସରସ୍ବତୀ ଓ ତାଙ୍କ ସ୍ବାମୀ ସୌମ୍ୟରଞ୍ଜନ ବୈରାଗୀ ବାତ୍ୟା ୟସରେ ଶିଶୁକନ୍ୟାଟି ଜନ୍ମ ହୋଇଥିବାରୁ ତାର ନାମ "ୟସ"ରଖିଛନ୍ତି । ଶିଶୁକନ୍ୟାର ଜନ୍ମରେ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଓ ପରିବାର ବହୁ ଖୁସି ଥିବା କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.