ETV Bharat / state

‘ବୁଲବୁଲ’ର ମୁକାବିଲା ପାଇଁ କେନ୍ଦ୍ରାପଡାରେ ଏନଡିଆରଏଫ ଟିମ୍‌

ସମ୍ଭାବ୍ୟ ବାତ୍ୟା ବୁଲବୁଲର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଜିଲ୍ଲାରେ ପହଞ୍ଚିଛି 25 ଜଣିଆ ଏନଡିଆରଏଫ ଟିମ୍‌ ।

author img

By

Published : Nov 8, 2019, 12:33 PM IST

‘ବୁଲବୁଲ’ ପାଇଁ କେନ୍ଦ୍ରାପଡାରେ ଏନଡିଆରଏଫ ଟିମ୍‌

କେନ୍ଦ୍ରାପଡା: ସମ୍ଭାବ୍ୟ ବାତ୍ୟା ବୁଲବୁଲର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଜିଲ୍ଲାର 9ଟି ବ୍ଲକରେ ଥିବା ମୋଟ 117ଟି ଆଶ୍ରୟସ୍ଥଳୀରେ ଜେନେରେଟର, ପାନୀୟ ଜଳ ସମେତ ସମସ୍ତ ପ୍ରକାର ଆନୁସାଙ୍ଗୀକ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଜିଲ୍ଲାରେ ପହଞ୍ଚିଛି 25 ଜଣିଆ ଏନଡିଆରଏଫ ଟିମ୍‌ ।

‘ବୁଲବୁଲ’ ପାଇଁ କେନ୍ଦ୍ରାପଡାରେ ଏନଡିଆରଏଫ ଟିମ୍‌

ସୂଚନା ଅନୁଯାୟୀ ପଞ୍ଚାୟତ ଏକ୍‌ଜିକ୍ୟୁଟିଭ ଅଫିସର ଓ ଗ୍ରାମ ରୋଜଗାର ସେବକ ଏହି ସବୁ ଆଶ୍ରୟସ୍ଥଳୀ ଦାୟିତ୍ଵରେ ରହିଛନ୍ତି । ତେଣେ ଜିଲ୍ଲାରେ ଏନଡିଆରଏଫ ଟିମ୍‌ ନିଜ ସହ ବୋଟ, ଲାଇଫ ଜ୍ୟାକେଟ, କଟର୍ ଓ ଜେନେରେଟର ପ୍ରଭୃତି ରଖି ବାତ୍ୟା ମୁକାବିଲା ପାଇଁ ପହଞ୍ଚିଛି । ଟିମ୍‌ ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସୂଚନା ଦେଇଛନ୍ତି ଏନଡିଆରଏଫ ଇନସ୍ପେକ୍ଟର ସୁନୀଲ କୁମାର ଶାନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:08.11.2019
Radhakanta Mohanty, Kendrapada
Slug-od_kpr_01_bulbul_script_7204459
Anchor-ସମ୍ଭାବ୍ୟ ବାତ୍ୟା ବୁଲ ବୁଲ ର ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି | ଜିଲା ର ୯ ଗୋଟି ବ୍ଲକ୍ ରେ ଥିବା ସର୍ବ ମୋଟ ୧୧୭ ଗୋଟି ଆଶ୍ରୟସ୍ଥଳୀ ରେ ଜେନେରେଟର, ପାନୀୟ ଜଳ ସମେତ ସମସ୍ତ ପ୍ରକାର ଆନୁସାଙ୍ଗୀକ ବ୍ୟବସ୍ଥା କରାଯାଇଛି | ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସର ଓ ଗ୍ରାମ ରୋଜଗାର ସେବକ ଏହି ସବୁ ଆଶ୍ରୟ ସ୍ଥଳୀ ଦାୟିତ୍ଵରେ ରହିଛନ୍ତି | ଅନ୍ୟପକ୍ଷରେ ଏକ ୨୫ ଜଣିଆ NDRF ଟିମ୍ କେନ୍ଦ୍ରପଡା ରେ ପହଂଚି ଛାନ୍ତି | ନିଜ ସାଙ୍ଗରେ ବୋଟ, ଲାଇଫ ଜ୍ୟାକେଟ, କଟର୍, ଜେନେରେଟର ପ୍ରଭୃତି ରଖିଥିବା ଏହି ଟିମ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି NDRF ଇନିସପେକ୍ଟର ସୁନୀଲ କୁମାର ଶାନ୍ତି ସୂଚନା ଦେଇଛନ୍ତି |
Bytସୁନୀଲ କୁମାର ଶାନ୍ତି (ଇନିସପେକ୍ଟର, ଏନଡିଆରଏଫ)
{ବାଇଟ ମୋଜୋରେ ଯାଉଛି}Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.