ETV Bharat / state

କେନ୍ଦ୍ରାପଡା ମକର ମହୋତ୍ସବରେ ଯୋଗଦେଲେ ରାଜ୍ୟପାଳ

author img

By

Published : Jan 15, 2020, 11:01 PM IST

ବୁଧବାର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷୋଟ ଠାରେ ମକର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବହୁ ଲୋକଙ୍କ ସମାଗମ ହୋଇଥିଲା ।

pakshyata in kendrapara
pakshyata in kendrapara

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷୋଟ ଠାରେ ମକର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

କେନ୍ଦ୍ରାପଡା ପକ୍ଷୋଟରେ ମକର ମହୋତ୍ସବ ଅନୁଷ୍ଠିତ

ଉତ୍ସବରେ ଯୋଗଦେଇ ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ଲୋକମାନଙ୍କ ମନୋରଞ୍ଜନ ସହ ଏହି ଦ୍ବିପାଞ୍ଚଳର ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ଏହା ଏକ ମାଧ୍ୟମ ହୋଇପାରିଛି । ଏହାସହ ଅଞ୍ଚଳର ସମସ୍ୟା ସହିତ ଅବଗତ ଥିବା ଓ ମାନ୍ୟବର ରାଜ୍ୟପାଳ ଆସି ଏହି ମାଟିକୁ ସାର୍ଥକ କରିଥିବା ସେ କହିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଅଞ୍ଚଳରେ ଦୁଇଟି ପୋଲ କରାଯିବ ଏବଂ ରାସ୍ତାଘାଟ ସମସ୍ୟାକୁ ଦୂର କରାଯିବ ବୋଲି ଘୋଷଣା କରିଛନ୍ତି । ଉତ୍ସବରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:15.01.2020
Radhakanta Mohanty, Kendrapada
Slug-od_kpr_mahotsav_script_7204459
Anchor- କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷୋଟଠାରେ ମକର ମହୋତ୍ସବ ଅନୁଷ୍ଠିତହୋଇଯାଇଛି।ଆଜି ଅପରାହ୍ନରେ ଓଡ଼ିଶାର ମହାମହିମ ରାଜ୍ଯପାଳ ପ୍ରଫେସର ଗଣେଶିଲାଲ୍ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ,ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱରୋପ କରିଥିଲେ ।ଏହି ଉତ୍ସବ ଲୋକମାନଙ୍କ ମନୋରଞ୍ଜନ ସହ ଏହି ଦ୍ବିପାଞ୍ଚଳର ସମସ୍ଯାକୁ ସରକାରଙ୍କ ଦୃଷ୍ଠିକୁ ଆଣିବା ପାଇଁ ଏହା ଏକ ମାଧ୍ୟମ ହୋଇପାରିଛି ଏବଂ ଅଞ୍ଚଳର ସମସ୍ୟା ସହିତ ଅବଗତ ଥିବା ଓ ମାନ୍ୟବର ରାଜ୍ୟପାଳ ଆସି ଏହି ମାଟିକୁ ସାର୍ଥକ କରିଥିବା କହିଛନ୍ତି ମନ୍ତ୍ରୀ ରଘୁନନ୍ଦନ।ସେହିପରି ଏହି ଅଞ୍ଚଳରେ ଦୁଇଟି ପୋଲ କରାଯିବ ଏବଂ ରାସ୍ତାଘାଟ ସମସ୍ୟାକୁ ଦୂର କରାଯିବ ବୋଲି ମଧ୍ୟ ମତବ୍ୟକ୍ତ କରିଛନ୍ତି ମନ୍ତ୍ରୀ।
Body:Byt-ପ୍ରଫେସର ଗଣେଶିଲାଲ୍ (ମାନ୍ୟବର ରାଜ୍ଯପାଳ,ଓଡ଼ିଶା )
Byt-ରଘୁନନ୍ଦନ ଦାସ(ମାନ୍ୟବର ମନ୍ତ୍ରୀ,ଓଡିଶା)Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.