ETV Bharat / state

ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ଼ କମ୍ପାନୀ କର୍ମଚାରୀଙ୍କୁ ଲୁଟ ଘଟଣା, 6 ଗିରଫ

author img

By

Published : Aug 10, 2020, 4:40 PM IST

ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ଼ କମ୍ପାନୀର ମାର୍କେଟିଂ କର୍ମଚାରୀଙ୍କ ଠାରୁ ଲୁଟ ଘଟଣା । ମାମଲାରେ ପୋଲିସ 6 ଜଣଙ୍କୁ ଗିରଫ କରିବା ସହ ଅଭିଯୁକ୍ତମାନଙ୍କ ଠାରୁ 5 ଲକ୍ଷ 32 ହଜାର ଟଙ୍କା, 2ଟି ମୋଟର ସାଇକେଲ, 5 ଟି ମୋବାଇଲ ସମେତ ଡକାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ଅଧିକ ପଢନ୍ତୁ...

ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ଼ କମ୍ପାନୀ କର୍ମଚାରୀଙ୍କୁ ଲୁଟ ଘଟଣା, 6 ଗିରଫ
ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ଼ କମ୍ପାନୀ କର୍ମଚାରୀଙ୍କୁ ଲୁଟ ଘଟଣା, 6 ଗିରଫ

କେନ୍ଦ୍ରାପଡା: ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ପଥରକଣି ଠାକୁରାଣୀଙ୍କ ନିକଟରୁ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ଼ କମ୍ପାନୀର ମାର୍କେଟିଂ କର୍ମଚାରୀଙ୍କ ଠାରୁ ଲୁଟ ଘଟଣା । ମାମଲାରେ ପୋଲିସ 6 ଜଣଙ୍କୁ ଗିରଫ କରିବା ସହ ଅଭିଯୁକ୍ତମାନଙ୍କ ଠାରୁ 5 ଲକ୍ଷ 32 ହଜାର ଟଙ୍କା, 2ଟି ମୋଟର ସାଇକେଲ, 5 ଟି ମୋବାଇଲ ସମେତ ଡକାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ।

ସୂଚନାନୁସାରେ, କେନ୍ଦ୍ରାପଡ଼ା ମଢିଆଳ ଅଞ୍ଚଳର ବ୍ୟବସାୟୀ ସୋମନାଥ ସାହୁ ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀର ବିଭିନ୍ନ ସାମଗ୍ରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟବସାୟ କରନ୍ତି । ଗତ 6 ତାରିଖ ସନ୍ଧ୍ୟାରେ କମ୍ପାନୀର କର୍ମଚାରୀ ଟଙ୍କା ନେଇ ଫେରୁଥିବା ବେଳେ ପଥରକଣି ନିକଟରେ ଦୁର୍ବୃତ୍ତମାନେ ଭୁଜାଲି ଦେଖାଇ ସେମାନଙ୍କ ଠାରୁ 6 ଲକ୍ଷ 50 ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଲୁଟରେ ସୋମନାଥଙ୍କ ଡ୍ରାଇଭର ଲିପୁନ ଓରଫ ପ୍ରତାପ ସୁତାର ସମ୍ପୃକ୍ତ ଥିବା ବେଳେ ଶରତ ମହାରଣା ଏହି ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଥିଲା । ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆୟୋଜିତ ସାମ୍ବାଦିତ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନୀତିଶେଖର ସୂଚନା ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.