ETV Bharat / state

ପ୍ରେମିକା ସହ ମିଶି ସ୍ତ୍ରୀକୁ ହତ୍ୟା ମାମଲା, ସ୍ବାମୀକୁ ଆଜୀବନ କାରାଦଣ୍ଡ - life imprisonment to husband

ପ୍ରେମିକା ସହିତ ମିଶି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଗଜରାଜାପୁର ଗ୍ରାମର ଗୋବର୍ଦ୍ଧନ ମଲ୍ଲିକକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍‌ ।

ପ୍ରତିକାତ୍ମକ ଫଟୋ
author img

By

Published : Nov 21, 2019, 8:45 PM IST

କେନ୍ଦ୍ରାପଡା: ପ୍ରେମିକା ସହିତ ମିଶି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଗଜରାଜାପୁର ଗ୍ରାମର ଗୋବର୍ଦ୍ଧନ ମଲ୍ଲିକକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍‌ । ଗୋବର୍ଦ୍ଧନ ସହ ପ୍ରେମିକା ରଶ୍ମିତା ମଲ୍ଲିକକୁ ମଧ୍ୟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।

କେନ୍ଦ୍ରାପଡାରେ ପ୍ରେମିକା ସହ ମିଶି ସ୍ତ୍ରୀକୁ ହତ୍ୟା ମାମଲା, ସ୍ବାମୀକୁ ଆଜୀବନ କାରାଦଣ୍ଡ

2015 ମସିହାରେ ରାଜକନିକା ଥାନା ଗଜରାଜାପୁର ଗ୍ରାମର ଗୋବର୍ଦ୍ଧନ ଓ ତାଙ୍କ ପ୍ରେମିକା ରଶ୍ମିତା ତାଙ୍କ ପତ୍ନୀ ମୀନା ମଲ୍ଲିକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଗୁରୁବାର କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍‌ ଉଭୟ ଗୋବର୍ଦ୍ଧନ ଓ ରଶ୍ମିତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହା ସହିତ ଉଭୟଙ୍କୁ 20 ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସରକାରୀ ଓକିଲ ଭୀମସେନ ଭୂୟାଁ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:21.11.2019
Radhanta Mohanty, Kendrapada
Slug-od_kpr_04_conviction_script_7204459
Anchor- ରକ୍ଷିତl ସହିତ ମିଶି ନିଜ ସ୍ତ୍ରୀ କୁ ହତ୍ୟା କରିଥିବା ସ୍ଵାମୀ କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କେନ୍ଦ୍ରାପଡ଼ା ଜିଲା ଦୌରା ଜଜ l 2015 ମସିହାରେ ରାଜକନିକା ଥାନା ଅନ୍ତର୍ଗତ ଗଜରାଜା ପୁର୍ ଗ୍ରାମର ଗୋବର୍ଦ୍ଧନ ମଲିକ ତାଙ୍କ ପତ୍ନୀ ମୀନା ମଲିକ ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା l ଏଥିରେ ଗୋବର୍ଦ୍ଧନ ଙ୍କ ରକ୍ଷିତl ରଶ୍ମିତା ମଲିକ ତାଙ୍କୁ ସାହାଯ୍ଯ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା l ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ଆଜି କେନ୍ଦ୍ରାପଡା ଜିଲା ଦୌରା ଜଜ ଉଭୟ ଗୋବର୍ଦ୍ଧନ ଏବଂ ରଶ୍ମିତା ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି l ଏହାସହିତ ଉଭୟ ଙ୍କୁ 20 ହଜାର ଟଙ୍କା ଜରିମାନା ଦେବାକୁ ମଧ୍ଯ ନିର୍ଦେଶ ଦିଆଯାଇ ଥିବା ସରକାରୀ ଓକିଲ ଭୀମସେନ୍ ଭୂୟା ସୂଚନା ଦେଇଛନ୍ତି l
Byt ଭୀମସେନ୍ ଭୂୟା, ସରକାରୀ ଓକିଲBody:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.