ETV Bharat / state

ପୌର ଫାଇଟ୍: ୧୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା କେନ୍ଦ୍ରାପଡା ବିଜେପି - ପ୍ରାର୍ଥୀ ତାଲିକା ଘୋଷଣା କଲେ ବିଜେପି

ପାଖେଇ ଆସୁଛି ପୌର ନିର୍ବାଚନ । ୧୧ ଜଣିଆ କାଉନସିଲର ଟିକେଟ୍ ଜାରି କଲା କେନ୍ଦ୍ରାପଡା ବିଜେପି । ଅଧିକ ପଢନ୍ତୁ

ପୌର ଫାଇଟ୍: ୧୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା କେନ୍ଦ୍ରାପଡା ବିଜେପି
ପୌର ଫାଇଟ୍: ୧୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା କେନ୍ଦ୍ରାପଡା ବିଜେପି
author img

By

Published : Mar 6, 2022, 2:07 PM IST

କେନ୍ଦ୍ରାପଡ଼ା: ପାଖେଇ ଆସୁଛି ପୌର ନିର୍ବାଚନ । ଦିନ ଯେତିକି ପାଖଉଛି ରାଜନୈତିକ ଉଷ୍ଣତା ସେତିକି ବଢୁଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ବିଜେପି ୨୧ ୱାର୍ଡ ବିଶିଷ୍ଟ କେନ୍ଦ୍ରାପଡା ମ୍ୟୁନିସିପାଲିଟି ପାଇଁ କିଛି ୱାର୍ଡର ପ୍ରାର୍ଥି ତାଲିକା ଘୋଷଣା କରିଛି । ଜିଲ୍ଲା ସଭାପତି କିଶୋର ପଣ୍ଡା ଆଜି(ରବିବାର) ମଧ୍ୟାହ୍ନରେ ୱାର୍ଡ ନମ୍ବର 1,2,5,7,8,13,14,16,18,20 ଓ 21 ପାଇଁ ପ୍ରାର୍ଥି ତାଲିକା ଘୋଷଣା କରିଛନ୍ତି । ହେଲେ ଅଧ୍ୟକ୍ଷା ଏବଂ ୧୦ କାଉନସିଲର ଟିକେଟ୍ ଏବେ ବି ଅନ୍ଧାରରେ ରହିଛି ।

୧୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା କେନ୍ଦ୍ରାପଡା ବିଜେପି

ବିଜେପି ଜାରି କରିଥିବା ପ୍ରାର୍ଥୀଙ୍କ ନାମ ଓ ୱାର୍ଡ

1.ସସ୍ମିତାରଣୀ ବେହେରା(ୱାର୍ଡ 1)
2.ଶୁଭେନ୍ଦୁ ପତ୍ରୀ(ୱାର୍ଡ 2)
3.ଅନ୍ନଦା ପ୍ରସାଦ ମହାନ୍ତି(ୱାର୍ଡ 5)
4.ସୁଚିସ୍ମିତା ବସନ୍ତିଆ(ୱାର୍ଡ 7)
5.ସସ୍ମିତା ସାହୁ(ୱାର୍ଡ8)
6.ବିବେକ ଚନ୍ଦ୍ର ନାୟକ(ୱାର୍ଡ 13)
7.ସିମ୍ରନ(ୱାର୍ଡ 14)
8.କମର ଫାତମା(ୱାର୍ଡ 16)
9.ନାରାୟଣ ପ୍ରସାଦ ସିଂହ(ୱାର୍ଡ 18)
10.ଅସୀମା ନାୟକ(ୱାର୍ଡ 20)
11.ଅଶୋକ କୁମାର ମଲ୍ଲିକ(ୱାର୍ଡ 21)
21 ୱାର୍ଡ ବିଶିଷ୍ଟ ରାଜ୍ୟର ଏହି ସର୍ବ ପୁରାତନ ମ୍ୟୁନିସିପାଲିଟି ପାଇଁ ଆଉ 10ଟି କାଉନସିଲର ଟିକେଟ ସହ ଅଧ୍ୟକ୍ଷାଙ୍କ ନାମ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ।

କେନ୍ଦ୍ରାପଡା ବିଜେପି
କେନ୍ଦ୍ରାପଡା ବିଜେପି

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.