ETV Bharat / state

ତିନିଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By

Published : Nov 3, 2020, 3:57 PM IST

କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ବିରୋଧୀ ବିଲକୁ ପ୍ରତିବାଦ ସହ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର ଦାବି କରି ମଙ୍ଗଳବାର କେନ୍ଦ୍ରାପଡ଼ା ନିଖିଳ ଉତ୍କଳ ଚାଷୀ ମୂଲିଆ ସଙ୍ଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ତିନିଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ତିନିଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା: ତିନିଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା କେନ୍ଦ୍ରାପଡ଼ା ନିଖିଳ ଉତ୍କଳ ଚାଷୀ ମୂଲିଆ ସଙ୍ଘ । କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ବିରୋଧୀ ବିଲକୁ ପ୍ରତିବାଦ ସହ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର ଦାବି କରି ମଙ୍ଗଳବାର କେନ୍ଦ୍ରାପଡ଼ା ନିଖିଳ ଉତ୍କଳ ଚାଷୀ ମୂଲିଆ ସଙ୍ଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଦୀର୍ଘଦିନ ଧରି ବିଦ୍ୟୁତ ଖୁଣ୍ଟ ବିପଦଜ୍ଜନକ ଭାବେ ରହିଥିବା ଓ ବିଦ୍ୟୁତ ତାର ଝୁଲି ରହିଥିବାବେଳେ ରାଜ୍ୟ ସରକାର କେବଳ ଶୁଳ୍କ ବଢ଼ାଇ ଉପଭୋକ୍ତାଙ୍କ ଉପରେ ଚାପ ଦେଉଛନ୍ତି। ସେହିପରି କେନ୍ଦ୍ର ସରକାର ଚାଷୀ ଓ ଶ୍ରମିକଙ୍କ ଦୁଃଖ ଶୁଣିବା ପରିବର୍ତ୍ତେ ଅମ୍ବାନୀ ଓ ଆଦାନୀ ଭଳି କମ୍ପାନୀକୁ ପ୍ରୋତ୍ସାହିତ କରୁଛନ୍ତି । ଯାହାଦ୍ବାରା ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଥିବା ଅଭିଯୋଗ କରିଛି କଂଗ୍ରେସ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.