ETV Bharat / state

ଡେରାବିଶର ଆଦର୍ଶ ବୁଥ୍: ସ୍ବଚ୍ଛତାକୁ ଗୁରୁତ୍ବ - କେନ୍ଦ୍ରାପଡା

ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମମାନଙ୍କ ପାଇଁ ରାମ୍ପର ସହ ହ୍ବିଲ ଚେୟାର ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କ ପାଇଁ ଅପେକ୍ଷା ଘର ସହ ବ୍ୟାନର, ପାଣି, ଶୌଚାଳୟର ବ୍ୟବସ୍ଥା ହୋଇଥିବା ବେଳେ ଏଠାରେ ସ୍ବଚ୍ଛତାକୁ ବେଶୀ ଗୁରୁତ୍ବ ଦିଆଯାଉଥିବା ସେକ୍ଟର ଅଫିସର କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା
author img

By

Published : Apr 28, 2019, 11:59 PM IST

କେନ୍ଦ୍ରାପଡା: ଡେରାବିଶରେ ରହିଛି 3ଟି ଆଦର୍ଶ ବୁଥ୍ । ସେଥିମଧ୍ୟରୁ ସୁଭଦ୍ରାପୁର ନିମ୍ନ ପ୍ରାଥମିକ ବିଦ୍ୟାଳୟ ବୁଥ୍ ଅନ୍ୟତମ । ଆମ ପ୍ରତିନିଧି ଭେଟିଥିଲେ ଏହି ବିଦ୍ୟାଳୟର ସେକ୍ଟର ଅଫିସରଙ୍କୁ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମମାନଙ୍କ ପାଇଁ ରାମ୍ପର ସହ ହ୍ବେଲ ଚେୟାର ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କ ପାଇଁ ଅପେକ୍ଷା ଘର ସହ ବ୍ୟାନର, ପାଣି, ଶୌଚାଳୟର ବ୍ୟବସ୍ଥା ହୋଇଥିବା ବେଳେ ଏଠାରେ ସ୍ବଚ୍ଛତାକୁ ବେଶୀ ଗୁରୁତ୍ବ ଦିଆଯାଉଥିବା ସେକ୍ଟର ଅଫିସର କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:kkkkk

Body:lllll

Conclusion:mmmmm
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.