ETV Bharat / state

'ଭାବ ପ୍ରବଣତାରେ ଭାସି ନଯାଇ ବାସ୍ତବତାକୁ ଗ୍ରହଣ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇଛି'

ଆଗାମୀ ନିର୍ବାଚନରେ ରାଜନଗରରୁ ବିଧାୟକ ପ୍ରାର୍ଥୀ ଭାବେ ଶଙ୍ଖ ଧରି ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଧୃବ ସାହୁ । ଗତ ନିର୍ବାଚନରେ ଅଳ୍ପ କିଛି ଭୋଟରେ ଅଂଶୁମାନ ମହାନ୍ତିଙ୍କ ଠାରୁ ଧୃବ ହାରିଥିବା ବେଳେ ଚଳିତବର୍ଷ ନିର୍ବାଚନ ପାଇଁ ସେ ଆରମ୍ଭ କରିଛନ୍ତି ପ୍ରସ୍ତୁତି

author img

By

Published : Apr 2, 2019, 1:32 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଆଗାମୀ ନିର୍ବାଚନରେ ରାଜନଗରରୁ ବିଧାୟକ ପ୍ରାର୍ଥୀ ଭାବେ ଶଙ୍ଖ ଧରି ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଧୃବ ସାହୁ । ଗତ ନିର୍ବାଚନରେ ଅଳ୍ପ କିଛି ଭୋଟରେ ଅଂଶୁମାନ ମହାନ୍ତିଙ୍କ ଠାରୁ ଧୃବ ହାରିଥିବା ବେଳେ ଚଳିତବର୍ଷ ନିର୍ବାଚନ ପାଇଁ ସେ ଆରମ୍ଭ କରିଛନ୍ତି ପ୍ରସ୍ତୁତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ଧୃବଙ୍କର ନିର୍ବାଚନୀ ପ୍ରସ୍ତୁତିକୁ ନେଇ ନେତାଙ୍କୁ ପାଞ୍ଚୋଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ତାଙ୍କୁ ସ୍ବାଗତ କରିଥିଲୁ ।

ନିର୍ବାଚନୀ ମଣ୍ଡଳୀ ମଧ୍ୟ ଦେଇ ଓଡ଼ିଶାର ସମସ୍ତ ନଦୀର ଜଳରାଶି ବଙ୍ଗୋପସାଗର ସହ ମିଶିଥାଏ । ତେଣୁ ଏଠାରେ ବିକାଶ ଅପରିହାର୍ଯ୍ୟ ହୋଇପଡିଥିବା ବେଳେ କ୍ଷମତାକୁ ଆସିଲେ ଏହାର ସମାଧାନ ହେବା ସହ ରାଦନଗରବାସୀଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଧୃବ ପ୍ରକାଶ କରିଛନ୍ତି । ସେହିପରି ଅଞ୍ଚଳରେ ଥିବା ଦୀର୍ଘସ୍ଥାୟୀ ସମସ୍ୟାଗୁଡିକ ଉପରେ ଗୁରୁତ୍ବାରୋପ କରିବା ପାଇଁ ମଧ୍ୟ ସେ ପ୍ରକାଶ କରିଛନ୍ତି ।

ରାଜନଗରରେ ଥିବା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ଅସୁବିଧାକୁ ଦୂର କରିବା ପାଇଁ ସେ ଅଗ୍ରାଧୀକାର ଭାବେ କାମ କରିବେ ବୋଲି କହିଛନ୍ତି । ତେବେ ଭାବ ଗ୍ରବଣ ନହୋଇ ବାସ୍ତବତାକୁ ଗ୍ରହଣ କରି ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା କଥା ନିଜ ସ୍ଲୋଗାନ ଆକାରରେ କହିବେ ବୋଲି ପ୍ରକାଶ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

କେନ୍ଦ୍ରାପଡା: ଆଗାମୀ ନିର୍ବାଚନରେ ରାଜନଗରରୁ ବିଧାୟକ ପ୍ରାର୍ଥୀ ଭାବେ ଶଙ୍ଖ ଧରି ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଧୃବ ସାହୁ । ଗତ ନିର୍ବାଚନରେ ଅଳ୍ପ କିଛି ଭୋଟରେ ଅଂଶୁମାନ ମହାନ୍ତିଙ୍କଠାରୁ ଧୃବ ହାରିଥିବା ବେଳେ ଚଳିତବର୍ଷ ନିର୍ବାଚନ ପାଇଁ ସେ ଆରମ୍ଭ କରିଛନ୍ତି ପୂର୍ଣ୍ଣ ତୟାରି ।

ତେବେ ଧୃବଙ୍କର ନିର୍ବାଚନୀ ପ୍ରସ୍ତୁତିକୁ ନେଇ ନେତାଙ୍କୁ ପାଞ୍ଚୋଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ତାଙ୍କୁ ସ୍ବାଗତ କରିଥିଲୁ ।  

ନିର୍ବାଚନୀ ମଣ୍ଡଳୀ ମଧ୍ୟ ଦେଇ ଓଡ଼ିଶାର ସମସ୍ତ ନଦୀର ଜଳରାଶି ବଙ୍ଗୋପସାଗର ସହ ମିଶିଥାଏ । ତେଣୁ ଏଠାରେ ବିକାଶ ଅପରିହାର୍ଯ୍ୟ ହୋଇପଡିଥିବା ବେଳେ କ୍ଷମତାକୁ ଆସିଲେ ଏହାର ସମାଧାନ ହେବା ସହ ରାଦନଗରବାସୀଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଧୃବ ପ୍ରକାଶ କରିଛନ୍ତି । ସେହିପରି ଅଞ୍ଚଳରେ ଥିବା ଦୀର୍ଘସ୍ଥାୟୀ ସମସ୍ୟାଗୁଡିକ ଉପରେ ଗୁରୁତ୍ବାରୋପ କରିବା ପାଇଁ ମଧ୍ୟ ସେ ପ୍ରକାଶ କରିଛନ୍ତି ।

ରାଜନଗରରେ ଥିବା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ଅସୁବିଧାକୁ ଦୂର କରିବା ପାଇଁ ସେ ଅଗ୍ରାଧୀକାର ଭାବେ କାମ କରିବେ ବୋଲି କହିଛନ୍ତି । ତେବେ ଭାବ ଗ୍ରବଣ ନହୋଇ ବାସ୍ତବତାକୁ ଗ୍ରହଣ କରି ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା କଥା ନିଜ ସ୍ଲୋଗାନ ଆକାରରେ କହିବେ ବୋଲି ପ୍ରକାଶ କରିଛନ୍ତି । 

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.