ETV Bharat / state

ଚିରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ପରକଲା କଳିଯୁଗର ସ୍ୱାମୀ - doubt her charecter

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି କିଛିମାସ ହେବ ନିଜ ସ୍ତ୍ରୀକୁ ଛାଡି ଅଲଗା ରହୁଛନ୍ତି ସ୍ୱାମୀ ଦୁଃଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : Jun 19, 2019, 3:12 AM IST

କେନ୍ଦ୍ରାପଡ଼ା: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପରକଲା ସ୍ୱାମୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ । ଯାହାକୁ ନେଇ ଗାଁର ତିରିଶରୁ ଉର୍ଦ୍ଧ୍ଵ ମହିଳା ମଙ୍ଗଳବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିବା ପାଇଁ ଆସି ଏସପିଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କେନ୍ଦ୍ରାପଡ଼ା

ସୂଚାମୂତାବକ, ଗୋବିନ୍ଦପୁର ଗାଁର ହରପ୍ରିୟା ସ୍ୱାଇଁ ଗତ ୨୦୧୪ ମସିହାରେ ବୈଦିକ ରୀତିରେ ରାଜନଗର ଗାଁର ଦୁଃଶାସନ ସ୍ବାଇଁଙ୍କୁ ବିବାହ କରିଥିଲେ। ବିବାହ ପରେ ଝିଅ ଜନ୍ମ ହେବାକୁ କେନ୍ଦ୍ରକରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଗତ କିଛିମାସ ହେବ ଦୁଃଶାସନ ରାଜନଗର ଛାଡି ଆସି କେନ୍ଦ୍ରାପଡ଼ାରେ ଥିବା ନିଜ ବଡଭାଇଙ୍କ ପାଖରେ ରହୁଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ ହରପ୍ରିୟା।

ସ୍ୱାମୀଙ୍କ ନାଁରେ ବାରମ୍ବାର ଅଭିଯୋଗ କରିବା ପାଇଁ ରାଜନଗର ଥାନାକୁ ହରପ୍ରିୟା ଯାଉଥିଲେ ମଧ୍ୟ ପୋଲିସ ତାଙ୍କ ଏତଲା ରଖୁନଥିବା ଅଭିଯୋଗ କରିଛନ୍ତି ପୀଡିତା ଓ ତାଙ୍କ ସମ୍ପର୍କୀୟା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

rrrrw

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.