ETV Bharat / state

କଡା ସୁରକ୍ଷା ବଳୟରେ କେନ୍ଦ୍ରାପଡ଼ା - କେନ୍ଦ୍ରାପଡ଼ା

ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।

ଫଟୋ ସୌଜନ୍ୟ
author img

By

Published : Apr 28, 2019, 11:12 PM IST

ଭୁବନେଶ୍ବର: ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।

ଜିଲ୍ଲାର ସବୁ ସ୍ଥାନରେ ଯେତିକି ପୋଲିସ ଫୋର୍ସ ଆବଶ୍ୟକତା ଠାରୁ ଅଧିକ ଫୋର୍ସ ନିୟୋଜିତ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ନିର୍ବାଚନୀ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

କେନ୍ଦ୍ରାପଡା ଉପରେ ବିଶେଷ ନଜର ରଖାଯାଇଥିବା ବେଳେ ଏଠାରେ ଶାନ୍ତିଶୃଙ୍ଖଳାରେ ମତଦାନ ହେବା ନେଇ ସୁରେନ୍ଦ୍ର କୁମାର ସୁଚନା ଦେିଛନ୍ତି । ଏଥି ସହିତ ଭୋଟରଙ୍କୁ ଛାଡିଦେଲେ ଅନ୍ୟ କେହି ମତଦାନ ସମୟରେ 48 ଘଣ୍ଟା ନିର୍ବାଚନୀ ମଣ୍ଡଳୀ ଭିତରେ ରହିପାରିବେ ନାହିଁ ବୋଲି କୁମାର ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରିଥିବା ସହ କୌଣସି ବ୍ୟକ୍ତି ଉପରେ ସନ୍ଦେହ ଆସିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୁରେନ୍ଦ୍ର କହିଛନ୍ତି । ସୁରକ୍ଷାକୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି ବୋଲି ସିଇଓ ସୂଚନା ଦେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.