ETV Bharat / state

ହାଇଦରର ଶେଷକୃତ୍ୟ ପାଇଁ ହାଇଆଲର୍ଟରେ କେନ୍ଦ୍ରାପଡ଼ା ସହର

author img

By

Published : Jul 25, 2021, 9:17 PM IST

ଗ୍ୟାଙ୍ଗଷ୍ଟାର ହାଇଦରର ଶେଷକୃତ୍ୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ସହରରେ ହାଇ ଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ...

ହାଇଦରର ଶେଷକୃତ୍ୟ ପାଇଁ ହାଇଆଲର୍ଟରେ କେନ୍ଦ୍ରାପଡ଼ା ସହର
ହାଇଦରର ଶେଷକୃତ୍ୟ ପାଇଁ ହାଇଆଲର୍ଟରେ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟାର ହାଇଦରର ଶେଷକୃତ୍ୟ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବ ଜିଲ୍ଲା ପ୍ରଶାସନ। ଇସଲାମୀୟ ବ୍ୟବସ୍ଥା ଅନୁଯାୟୀ ଯାହା ପରମ୍ପରା ରହିଛି ସେହି ଅନୁସାରେ ଶେଷକୃତ୍ୟ ସମାପନ କରାଯିବା ନେଇ ସୂଚନା ରହିଛି। ତେବେ ହାଇଦରର ମୃତଦେହ ପହଞ୍ଚିବା ପରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ସମଗ୍ର କେନ୍ଦ୍ରାପଡା ସହରକୁ ହାଇଆଲର୍ଟରେ ରଖାଯାଇଛି ।

ମିଳିଥିବା ସୂଚନା ଅନୁସାରେ , ସନ୍ଧ୍ୟାରେ ହାଇଦରର ମୃତଦେହ ଧରି ପରିବାର ଲୋକେ କେନ୍ଦ୍ରାପଡ଼ା ଆସୁଛନ୍ତି । ଜିଲ୍ଲା ପ୍ରଶାସନ ନିରନ୍ତର ଭାବେ ସେମାନଙ୍କ ପରିବାର ସହ ସମ୍ପର୍କରେ ରହିଥିବା ଜିଲ୍ଲାପାଳ କହିଛନ୍ତି । ସେହିପରି ଇସଲାମ ଧର୍ମ ଅନୁସାରେ ଯାହା କିଛି ନିୟମ ରହିଛି ସେହି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । କୋଭିଡ ଗାଇଡ଼ଲାଇନ ଓ ୧୪୪ଧାରା ଅନୁଯାୟୀ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.