ETV Bharat / state

ମହାକାଳପଡ଼ାରେ ଚାଞ୍ଚଲ୍ୟ, ନିଜ ଘରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ମହାକାଳପଡ଼ାରେ ଝୁଲନ୍ତା ମୃତଦେହ ଉଦ୍ଧାର

ଗ୍ରାମର ବେଣୁଧର ସାହୁଙ୍କ ମୃତଦେହ ସନ୍ଦେହଜନକ ଭାବରେ ଡୋର ସ୍କ୍ରିନକୁ ବେକରେ ଗୁଡାଇ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

hanging body of an Old man has found from his house in mahakalapada
ମହାକାଳପଡ଼ାରେ ଚାଞ୍ଚଲ୍ୟ, ନିଜ ଘରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
author img

By

Published : Apr 12, 2022, 10:49 PM IST

କେନ୍ଦ୍ରାପଡ଼ା: ମହାକାଳପଡା ଥାନା ବିଜୟନଗର ଗାଁରେ ଜଣେ ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏହି ଗ୍ରାମର ବେଣୁଧର ସାହୁଙ୍କ ମୃତଦେହ ସନ୍ଦେହଜନକ ଭାବରେ ଡୋର ସ୍କ୍ରିନକୁ ବେକରେ ଗୁଡାଇ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ନିଜ ଘରେ ବେଣୁଧର ଫ୍ୟାନରେ ଝୁଲୁଥିବାବେଳେ ଦାଣ୍ଡପଟ ଗ୍ରିଲରେ ତାଲା ପଡିଥିଲା । ତେବେ ଘର ପଛପଟ କବାଟ ଖୋଲା ରହିଥିବା ଦେଖିବାକୁ ମିଳିଛି । ପରିବାରର ଅନ୍ୟ ସଦସ୍ୟମାନେ ଘରେ ନଥିବା ବେଳେ ଏହିପରି ଘଟଣା ଘଟିଛି ।

ଘଟଣାସ୍ଥଳରେ ମହାକାଳପଡା ପୋଲିସ ପହଞ୍ଚି ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.