ETV Bharat / state

4th Phase Panchayat Polls: ମତଦାନରେ ମହିଳାଙ୍କୁ ଟପିଲେ ପୁରୁଷ - କେନ୍ଦ୍ରାପଡ଼ାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ

କେନ୍ଦ୍ରାପଡ଼ା ଜିଲ୍ଲାରେ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଅଧିକ ପଢ଼ନ୍ତୁ

4th phase panchayat election end in kendrapada
panchayat polls: ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ,ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ଦେଇଛନ୍ତି ଭୋଟ
author img

By

Published : Feb 23, 2022, 7:12 AM IST

Updated : Feb 23, 2022, 7:50 AM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । କେନ୍ଦ୍ରାପଡ଼ା ଓ ଗରଦପୁର ବ୍ଲକରେ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡ଼ା ବ୍ଲକରେ 78.32 ପ୍ରତିଶତ ମତଦାନ ହୋଇଥିବାବେଳେ ଗରଦପୁର ବ୍ଲକରେ 76.09 ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କେନ୍ଦ୍ରାପଡ଼ା ବ୍ଲକରେ ମୋଟ 1,28,081 ଜଣ ମତଦାତାଙ୍କ ମଧ୍ୟରୁ 1,00,314 ଜଣ ମତଦାନ କରିଛନ୍ତି । ଯେଉଁଥିରେ କି ପୁରୁଷ ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ସେହିପରି ଗରଦପୁର ବ୍ଲକରେ ମୋଟ 93,535ଜଣ ମତଦାତାଙ୍କ ମଧ୍ୟରୁ 71,170ଜଣ ମତଦାନ କରିଛନ୍ତି । ଯେଉଁଥିରେ ମହିଳାଙ୍କ ତୁଳନାରେ ପୁରୁଷ ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଗତ ପର୍ଯ୍ୟାୟକୁ ଅନୁଧ୍ୟାନ କଲେ ଚଳିତ ପର୍ଯ୍ୟାୟରେ ମହିଳା ଭୋଟରଙ୍କୁ ପୁରୁଷ ଭୋଟର ପଛରେ ପକାଇଥିବା ଦେଖାଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Last Updated : Feb 23, 2022, 7:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.