ETV Bharat / state

ଟ୍ରାଫିକ ନିୟମ କଡାକଡି: ଓଭରଲୋଡ ଗାଡିକୁ ହେଭି ଫାଇନ୍

ଗତ ଦୁଇ ଦିନ ହେବ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ଦ୍ବାରା ସମସ୍ତ ଓଭରଲୋଡ଼ ଭାରିଯାନ ଗୁଡିକୁ ତନଖି କରାଯାଉଥିବାବେଳେ ଶନିବାର ଡେରାବିଶ୍ ତହସିଲଦାର ସମ୍ବିତ ଶତପଥୀ ଓ ଅତିରିକ୍ତ ଜିଲ୍ଳାପାଳଙ୍କ ଦ୍ବାରା ବିଭିନ୍ନ ଗାଡିକୁ ଯାଞ୍ଚ କରାଯାଇ ଆଦାୟ ହେଉଛି ଫାଇନ ।

author img

By

Published : Dec 7, 2019, 10:43 AM IST

ଓଭରଲୋଡ ଗାଡିକୁ ହେଭି ଫାଇନ୍
ଓଭରଲୋଡ ଗାଡିକୁ ହେଭି ଫାଇନ୍

କେନ୍ଦ୍ରାପଡା: ରାଜ୍ୟରେ କମୁଥିବା ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଓ ବିନା ରସିଦ(ଫର୍ମ)ରେ ଚାଲାଣ ହେଉଥିବା ବାଲି ଓ ଚିପ୍ସ ଗାଡି ଉପରେ କେନ୍ଦ୍ରାପଡ଼ା ପ୍ରଶାସନ ଦ୍ବାରା ଫାଇନ ଆଦାୟ ।

ଗତ ଦୁଇ ଦିନ ହେବ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ଦ୍ବାରା ସମସ୍ତ ଓଭରଲୋଡ଼ ଭାରିଯାନ ଗୁଡିକୁ ତନଖି କରାଯାଉଥିବାବେଳେ ଶନିବାର ଡେରାବିଶ୍ ତହସିଲଦାର ସମ୍ବିତ ଶତପଥୀ ଓ ଅତିରିକ୍ତ ଜିଲ୍ଳାପାଳଙ୍କ ଦ୍ବାରା ବିଭିନ୍ନ ଗାଡିକୁ ଯାଞ୍ଚ କରାଯାଇ ଆଦାୟ ହେଉଛି ଫାଇନ ।

ଓଭରଲୋଡ ଗାଡିକୁ ହେଭି ଫାଇନ୍
ଶନିବାର ପାଖାପାଖି 5,85,000 ଟଙ୍କା ଫାଇନ ଆଦାୟ ହୋଇଥିବାବେଳେ ଗାଡି ଗୁଡିକୁ ଜବତ କରାଯାଇଛି ।

ପ୍ରଶାସନ ଦ୍ବାରା ନିଲାମ ହୋଇଥିବା ସଇରାତ ଥିବା ବାଲି ଖାଦାନ ଗୁଡିକରୁ ବାଲି ଉଠାଣ ହେଉଥିବାବେଳେ ଯେଉଁ ଖାଦାନ ଗୁଡିକ ନିଲାମ ହୋଇନାହିଁ ସେଠାରୁ ବାଲି ଉଠାଣ ହେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ଉକ୍ତ ସ୍ଥାନ ଗୁଡିକରେ ଏକ ଟିମ୍‌ ଗଠନ କରାଯାଇ ଜେସିବି, ଟ୍ରାକ୍ଟର ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:07.12.2019
Radhakanta Mohanty, Kendrapada
Slug-od_kpr_01_fine_script_7204459
Anchor-ରାଜ୍ୟରେ କମୁଥିବା ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଓ ବିନା ରସିଦ(Y ଫର୍ମ)ରେ ଚାଲାଣ ହେଉଥିବା ବାଲି ଓ ଚିପ୍ସ ଗାଡି ଗୁଡିକ ଉପରେ କେନ୍ଦ୍ରାପଡ଼ା ପ୍ରଶାସନ ଦ୍ୱାରା ଫାଇନ ଆଦାୟ।ଗତ ଦୁଇ ଦିନ ହେବ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ଦ୍ୱାରା ସମସ୍ତ ଓଭରଲୋଡ଼ ଭାରୀଯାନ ଗୁଡିକ ତନଖି କରାଯାଉଥିବା ବେଳେ ଆଜି ଡେରାବିଶ୍ ତହସିଲଦାର ସମ୍ବିତ ଶତପଥୀ ଓ ଅତିରିକ୍ତ ଜିଲ୍ଳାପାଳଙ୍କ ଦ୍ୱାରା ବିଭିନ୍ନ ଗାଡି ଗୁଡିକ ଯାଞ୍ଚ କରାଯାଇ ଆଦାୟ ହେଉଛି ଫାଇନ।ଆଜି ପାଖାପାଖି 5,85,000 ଟଙ୍କା ଫାଇନ ଆଦାୟ ହୋଇଥିବା ବେଳେ ଗାଡି ଗୁଡିକୁ ଜବତ କରାଯାଇଛି।ପ୍ରଶାସନ ଦ୍ୱାରା ନିଲାମ ହୋଇଥିବା ସଇରାତ ଥିବା ବାଲି ଖାଦାନ ଗୁଡିକରୁ ବାଲି ଉଠାଣ ହେଉଥିବା ବେଳେ ଯେଉଁ ଖାଦାନ ଗୁଡିକ ନିଲାମ ହୋଇନାହିଁ ସେଠାରୁ ବାଲି ଉଠାଣ ହେଉଥିବା ଅଭିଯୋଗ ହେବା ପରେ ଉକ୍ତ ସ୍ଥାନ ଗୁଡିକ ଉପରେ ଏକ ଟିମ ଗଠନ କରାଯାଇ ଜେସିବି, ଟ୍ରାକ୍ଟର ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର।
Byt-ସମ୍ବିତ ଶତପଥୀ(ତହସିଲଦାର, ଡେରାବିଶ୍)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.