ETV Bharat / state

କେନ୍ଦ୍ରାପଡାରେ ତାଣ୍ଡବ ରଚିବାକୁ ପ୍ରସ୍ତୁତ 'ଫନି'

ପୁରୀ, ଭୁବନେଶ୍ବର ପରେ ଏବେ କେନ୍ଦ୍ରାପଡା ଜିଲ୍ଲାରେ ତାଣ୍ଡବ ରଚିବା ଆରମ୍ଭ କରିଛି ଫନି ।  ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ବଢୁଥିବା ସୂଚନା ରହିଛି ।

author img

By

Published : May 3, 2019, 5:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଲ୍ୟାଣ୍ଡଫଲ କରିବା ପରେ ଆହୁରୀ ଉଗ୍ରରୂପ ନେଇଛି ସାମୁଦ୍ରିକ ଝଡ 'ଫନି' । ପୁରୀ, ଭୁବନେଶ୍ବର ପରେ ଏବେ କେନ୍ଦ୍ରାପଡା ଜିଲ୍ଲାରେ ତାଣ୍ଡବ ରଚିବା ଆରମ୍ଭ କରିଛି ଫନି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ବଢୁଥିବା ସୂଚନା ରହିଛି । ତେବେ ଜିଲ୍ଲା ପ୍ରଶାସନ ମଧ୍ୟ ଏହାର ସାମ୍ନା କରିବା ପାଇଁ ସଜାଗ ରହିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।

ତେବେ ଏହାର ଅଧିକ ସୂଚନା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା । ଫନିଠାରୁ ନିଜକୁ ରକ୍ଷା କରିବା ପାଇଁ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

gfdgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.