ETV Bharat / state

ସଙ୍ଗରୋଧ କେନ୍ଦ୍ରରେ ଧର୍ମଗ୍ରନ୍ଥ ବିତରଣ କଲେ ସରପଞ୍ଚ

ପ୍ରବାସୀମାନଙ୍କୁ ଈଶ୍ୱର ଅନୁଗାମୀ ହେବା ପାଇଁ କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ କୁରୁଜଙ୍ଗା ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକରେ ଧର୍ମଗ୍ରନ୍ଥ ବାଣ୍ଟିଛନ୍ତି ସରପଞ୍ଚ । ତେବେ ଏହି ପବିତ୍ର ଗ୍ରନ୍ଥ ଗୁଡିକ ବିତରଣ ପଛରେ କଣ ଉଦ୍ଦେଶ୍ୟ ରହିଛି ସେ ନେଇ କୁରୁଜଙ୍ଗା ପଞ୍ଚାୟତ ସରପଞ୍ଚ ଓ ସମାଜସେବୀଙ୍କ ସହିତ ଇଟିଭି ଭାରତ କେନ୍ଦ୍ରାପଡା ପ୍ରତିନିଧି ଅଧିକ ଆଲୋଚନା କରିଛନ୍ତି ।

Distribution of Srimad Bhagwat Gita and Coronation at the Resistance Center
ସଙ୍ଗରୋଧ କେନ୍ଦ୍ରରେ ଧର୍ମଗ୍ରନ୍ଥ ବିତରଣ କଲେ ସରପଞ୍ଚ
author img

By

Published : Jun 5, 2020, 3:04 AM IST

କେନ୍ଦ୍ରାପଡା: ମହାମାରୀ କୋରୋନାକୁ ନେଇ ଚିନ୍ତାରେ ମାନବ ସମାଜ । ଏଯାବତ୍ କୋରୋନା ପ୍ରତିହତ ପାଇଁ ବିଜ୍ଞାନ ଫେଲ ମାରିଥିବା ବେଳେ କେବଳ ଈଶ୍ୱର ଆରାଧନା କରି ମାନସିକ ଶାନ୍ତି ଏବଂ ମନରେ ଆଧ୍ୟାତ୍ମିକ ଜାଗରଣ ଏକମାତ୍ର ଉପାୟ ହୋଇଛି ।

ସଙ୍ଗରୋଧ କେନ୍ଦ୍ରରେ ଧର୍ମଗ୍ରନ୍ଥ ବିତରଣ କଲେ ସରପଞ୍ଚ

ଏହି ଉଦ୍ଦେଶ୍ୟକୁ ଉପଲବ୍ଧି କରି ପ୍ରବାସୀମାନଙ୍କୁ ଈଶ୍ୱର ଅନୁଗାମୀ ହେବା ପାଇଁ କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ କୁରୁଜଙ୍ଗା ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକରେ ଧର୍ମଗ୍ରନ୍ଥ ବାଣ୍ଟିଛନ୍ତି ସରପଞ୍ଚ । ହିନ୍ଦୁ ମାନଙ୍କୁ ପବିତ୍ର ଶ୍ରୀମଦ ଭାଗବତ ଗୀତା ଓ ମୁସଲମାନ ମାନଙ୍କୁ ପବିତ୍ର କୋରାନ ବିତରଣ କରାଯାଇଛି ।

ତେବେ ଏହି ପବିତ୍ର ଗ୍ରନ୍ଥ ଗୁଡିକ ବିତରଣ ପଛରେ କଣ ଉଦ୍ଦେଶ୍ୟ ରହିଛି ସେ ନେଇ କୁରୁଜଙ୍ଗା ପଞ୍ଚାୟତ ସରପଞ୍ଚ ଓ ସମାଜସେବୀଙ୍କ ସହିତ ଇଟିଭି ଭାରତ କେନ୍ଦ୍ରାପଡା ପ୍ରତିନିଧି ଅଧିକ ଆଲୋଚନା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.