ETV Bharat / state

ଅପପ୍ରଚାର ଅଭିଯୋଗ: ଦାମୋଦର ରାଉତଙ୍କୁ ଓକିଲ ନୋଟିସ

ଅପପ୍ରଚାର ପାଇଁ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ବିରୋଧରେ ଓକିଲ ନୋଟିସ ଜାରି କରାଯାଇଛି ।

ଫାଇଲ ଫଟୋ
author img

By

Published : Aug 3, 2019, 2:38 PM IST

କେନ୍ଦ୍ରାପଡା: ଅପପ୍ରଚାର ଅଭିଯୋଗରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କୁ ଓକିଲ ନୋଟିସ ଜାରି କରାଯାଇଛି । କଂଗ୍ରେସ ନେତା ଜୟନ୍ତ ମହାନ୍ତିଙ୍କ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । 15 ଦିନ ମଧ୍ୟରେ ନୋଟିସର ଉତ୍ତର ଦେବାକୁ କୁହାଯାଇଛି ।

ପାଟକୁରା ନିର୍ବାଚନ ବେଳେ ଦାମୋଦର ରାଉତ ଜୟନ୍ତଙ୍କ ସମ୍ପର୍କରେ ଅପପ୍ରଚାର କରିଥିବା ସେ ଅଭିଯୋଗ ଆଣିଛନ୍ତି । ଧାର୍ଯ୍ୟ ସମୟ ପରେ ଯଦି କୌଣସି ଉତ୍ତର ନ ଆସେ ତାହେଲେ ସେ ଆଇନର ଆଶ୍ରୟ ନେବେ ବୋଲି ଜୟନ୍ତ କହିଛନ୍ତି । ଦାମଙ୍କ ଅପପ୍ରଚାରରେ ସେ ମାନସିକ ଭାବେ କ୍ଷତିଗ୍ରସ୍ତ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.